ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ସଡକ ସୁରକ୍ଷା ଯୋଜନା
ଭୁବନେଶ୍ବର :ଭୁବନେଶ୍ବରରେ ୧୫ଟି ଚାର୍ଜିଙ୍ଗ ଷ୍ଟେସନ ଉଦ୍ଘାଟିତ ହୋଇଛି I ୧୪ଟି ନୂତନ ଅଟଳ ବସ୍ଷ୍ଟାଣ୍ଡ ଲୋକାର୍ପିତ ହୋଇଛି I ରାଜ୍ୟ ସଡକ ପରିବହନ ନିଗମର ବସ୍ ପାଇଁ ସ୍ମାର୍ଟ କାର୍ଡର ଶୁଭାରମ୍ଭ, ଯାତ୍ରୀମାନେ କାଟିବେ କ୍ୟାସଲେସ୍ ଟିକେଟ୍ Iସଡକ ପରିବହନ…

