Tag: utkaltv

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ |

ଭୁବନେଶ୍ୱରର ସତ୍ୟବିହାର ସ୍ଥିତ ଏକ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ। ପାଖରେ ଥିବା ଫର୍ଣ୍ଣିଚର୍‌ ଦୋକାନକୁ ନିଆଁ ବ୍ୟାପିଥିବା ଜଣାପଡିଛି। ୪୫ ମିନିଟ ଧରି ନିଆଁ ଲାଗିଥିବା…

ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ପରଲୋକ

ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ 90 ବର୍ଷ ବୟସରେ ପରଲୋକ | ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ମହାରାଷ୍ଟ୍ରର ଲାଟୁରସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ସେ 2004-2008 ପର୍ଯ୍ୟନ୍ତ ଭାରତର ଗୃହମନ୍ତ୍ରୀ…

ଚାକିରୀ ବାଣ୍ଟିବେ ସରକାର |

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗ ଦେଇ ନୂତନ ଭାବେ ଚୟନୀତ ୩ଟି ବିଭାଗର ୫୯୧ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏଥିସହ ୪୨୫ କୋଟି…

ଅଷ୍ଟ୍ରେଲିଆରେ ସୋସିଆଲ୍‌ ମିଡିଆ ବ୍ୟାନ୍

ଅଷ୍ଟ୍ରେଲିଆରେ ସୋସିଆଲ୍‌ ମିଡିଆ ବ୍ୟାନ୍ ଅଷ୍ଟ୍ରେଲିଆରେ ଆଜିଠୁ ନୂଆ ନିୟମ *୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ସୋସିଆଲ୍‌ ମିଡିଆ ବ୍ୟାନ୍*ଫେସବୁକ୍, ଟିକ୍‌ଟକ୍, ଇନ୍‌ଷ୍ଟାଗ୍ରାମ୍, ୟୁଟ୍ୟୁବ୍‌ରେ ଆକାଉଣ୍ଟ ଥିଲେ ହଟାଇବାକୁ ପଡ଼ିବ*ନଚେତ୍ କଂପାନୀକୁ ୩୩ ମିଲିଅନ୍ ଡଲାର ପର୍ଯ୍ୟନ୍ତ ଜରିମାନା…