Tag: utkaltv

ସାତକୋଶିଆରେ ୧୦୦ କୋଟିର ଇକୋ ଟୁରିଜିମ୍ ହବ୍

ଭୁବନେଶ୍ୱର: ସାତକୋଶିଆ ଅଭୟାରଣ୍ୟରେ ହେବ ବିଶ୍ୱସ୍ତରୀୟ ଇକୋ ଟୁରିଜିମ୍ ହବ୍ I ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଅତ୍ୟାଧୁନିକ ଭିତ୍ତିଭୂମି I ୯୯ କୋଟି ୭୫ ଲକ୍ଷର ସବିଶେଷ ପ୍ରକଳ୍ପ ରିପୋର୍ଟ – DPRକୁ ଅନୁମୋଦନ ମିଳିଛି…

ବାଲି ପରିବହନ ପାଇଁ ନୂଆ ନିୟମ

ଭୁବନେଶ୍ୱର: ବାଲି ବୋଝେଇ ଗାଡ଼ିକୁ ଘୋଡ଼ାଇବା ବାଧ୍ୟତାମୂଳକ ବୋଲି ପରିବହନ କମିଶନରଙ୍କ ନିର୍ଦ୍ଦେଶ I ​ବାଲି ଘାଟରୁ ବାହାରିବା ପୂର୍ବରୁ କଭର କରିବା ବାଧ୍ୟତାମୂଳକ କରାଯାଇଛି I ରାସ୍ତାରେ ବାଲି ଖସି ଦୁର୍ଘଟଣା ଘଟୁଥିବାରୁ କଡ଼ା ନିର୍ଦେଶ ଦିଆଯାଇଛି I ​ନିୟମ…

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଚାଲିଥିବା ସଂଘର୍ଷ ଜାରି ରହିଥିବା ବେଳେ ବିବାଦୀୟ ସୀମାଞ୍ଚଳରେ ଭଗବାନ ବିଷ୍ଣୁଙ୍କ ଏକ ପ୍ରତିମାକୁ ନଷ୍ଟ କରିଦିଆଯାଇଛି । ସମ୍ବାଦ ସଂସ୍ଥା AFP ର ଏକ ରିପୋର୍ଟ ଅନୁଯାୟୀ, ଏହି ପ୍ରତିମା ଆନ୍ ସେସ୍‌…

ପୁନର୍ବିଚାର ପାଇଁ ବିଜେଡିର ନିବେଦନ

ଭୁବନେଶ୍ୱର : ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ପୁନର୍ବିଚାର ପାଇଁ ବିଜେଡିର ନିବେଦନବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ; ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡିବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତିପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ,ଉପମୁଖ୍ୟ ସଚେତକଙ୍କ ସୂଚନା‘ଆମେ ସେ…

କଟକର ବାବୁଲା ଦହିବରା ଦିଲ୍ଲୀରେ ସୁପରଷ୍ଟାର

କଟକ :କଟକର ବାବୁଲା ଦହିବରାଙ୍କୁ ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲରେ #StreetFoodSuperstar ଭାବରେ ସମ୍ମାନିତ କରାଯ|ଇଛି | ଷ୍ଟ୍ରିଟ୍ ଫୁଡ୍ କେବଲ ସ୍ୱାଦ ନୁହେଁ ଅଧିକ କିଛି -ଏହା ଭାବନା, ପରମ୍ପରା ଏବଂ ପିଢ଼ି ପରେ ପିଢ଼ି ଧରି ନିଜର କଳାକୁ…

ଭୁବନେଶ୍ୱରରେ ହେବ ଭିସା ସେଣ୍ଟର

ଭୁବନେଶ୍ୱରରେ ହେବ ଭିସା_ସେଣ୍ଟର*ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’*ବରମୁଣ୍ଡା ବସ୍ ଟର୍ମିନାଲ ବିଲ୍ଡିଂରେ କାର୍ଯ୍ୟକ୍ଷମ ହେବ ଭିସା ସେଣ୍ଟର*ଏଥିପାଇଁ ରାଜ୍ୟ ସରକାର ୩ ହଜାର ବର୍ଗଫୁଟର ଜାଗା ଯୋଗାଇ ଦେବେ*ଭିସା ପାଇଁ ଆଉ କୋଲକତା, ଦିଲ୍ଲୀ, ହାଇଦ୍ରାବାଦ ଯିବାକୁ ପଡ଼ିବନି

ଭୟଙ୍କର କୁହୁଡି ପାଇଁ ୪0 ବିମାନସେବା ବାତିଲ୍

ଦିଲ୍ଲୀ : ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରଚଣ୍ଡ କୁହୁଡି ଜନ-ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବିଶେଷକରି ଭୟଙ୍କର କୁହୁଡି ପାଇଁ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ୪0ଟି ବିମାନକୁ…