Tag: Weather

ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ୱର : ୭୨ ବର୍ଷର ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା । ୫ ଡିଗ୍ରୀକୁ ଖସିଲା ଥଣ୍ଡା । ଅସମ୍ଭାଳ ଜାଡ଼ ଥରାଇ ଦେଲା । ଖାଲି ଆଭ୍ୟନ୍ତରୀଣ କି ଦକ୍ଷିଣ ଓଡ଼ିଶା ନୁହେଁ, ଉପକୂଳ ବି ଥରିଲା । ଅସହ୍ୟ ଶୀତରେ…

ସୃଷ୍ଟି ହେଲା ପ୍ରଥମ ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ I ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି I ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ଭାରତ ମହାସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଈଛି ବୋଲି ଜଣI ପଡିଛି I…

ଘନ କୁହୁଡ଼ି ପାଇଁ ନୂଆଦିଲ୍ଲୀରେ ଅରେଞ୍ଜ ଆଲର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ିଫଳରେ ଦୃଶ୍ୟମାନତା ପ୍ରାୟ 150-200 ମିଟରକୁ ହ୍ରାସ | ଭିଜିବିଲିଟି ହ୍ରାସ ପାଇଁ ପାଣିପାଗ ବିଭାଗର ଆଲର୍ଟ ,କୁହୁଡ଼ି ପାଇଁ ଏୟାରଇଣ୍ଡିଆର ବି ଆଡଭାଇଜରି ଜାରିଉତ୍ତର ଓ ପୂର୍ବ ଭାରତରେ ବିମାନ,ରେଳ ଏବଂ ସଡ଼କ ପରିବହନ…

ଭୟଙ୍କର କୁହୁଡି ପାଇଁ ୪0 ବିମାନସେବା ବାତିଲ୍

ଦିଲ୍ଲୀ : ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରଚଣ୍ଡ କୁହୁଡି ଜନ-ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବିଶେଷକରି ଭୟଙ୍କର କୁହୁଡି ପାଇଁ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ୪0ଟି ବିମାନକୁ…