ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ିଫଳରେ ଦୃଶ୍ୟମାନତା ପ୍ରାୟ 150-200 ମିଟରକୁ ହ୍ରାସ | ଭିଜିବିଲିଟି ହ୍ରାସ ପାଇଁ ପାଣିପାଗ ବିଭାଗର ଆଲର୍ଟ ,କୁହୁଡ଼ି ପାଇଁ ଏୟାରଇଣ୍ଡିଆର ବି ଆଡଭାଇଜରି ଜାରି
ଉତ୍ତର ଓ ପୂର୍ବ ଭାରତରେ ବିମାନ,ରେଳ ଏବଂ ସଡ଼କ ପରିବହନ ପ୍ରଭାବିତ ହେବା ସମ୍ଭାବନା |