ଭୁବନେଶ୍ୱର: ଜନଗଣନା ପରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ପ୍ରତିକ୍ରିୟା ଦେଇଛନ୍ତି I ନିର୍ଦ୍ଧାରିତ ସମୟରେ ହେବ, ନିର୍ବାଚନ ପଞ୍ଚାୟତ ନିର୍ବାଚନ ନେଇ ସରକାର ପ୍ରସ୍ତୁତ ଅଛନ୍ତି I ‘ଜନଗଣନା ପରେ ଚୁଡାନ୍ତ ଭାବେ ତଥ୍ୟ ପ୍ରଦାନ ହେବ’ ଓ ସୀମା ନିର୍ଦ୍ଧାରଣ ନେଇ ବିଭିନ୍ନ ଅଭିଯୋଗ ଆସୁଥିବାରୁ ପଞ୍ଚାୟତ ପୁନର୍ଗଠନ ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି I