
ଅଷ୍ଟ୍ରେଲିଆରେ ସୋସିଆଲ୍ ମିଡିଆ ବ୍ୟାନ୍
ଅଷ୍ଟ୍ରେଲିଆରେ ଆଜିଠୁ ନୂଆ ନିୟମ
*୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍
*ଫେସବୁକ୍, ଟିକ୍ଟକ୍, ଇନ୍ଷ୍ଟାଗ୍ରାମ୍, ୟୁଟ୍ୟୁବ୍ରେ ଆକାଉଣ୍ଟ ଥିଲେ ହଟାଇବାକୁ ପଡ଼ିବ
*ନଚେତ୍ କଂପାନୀକୁ ୩୩ ମିଲିଅନ୍ ଡଲାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ
*ଏହାକୁ ‘ପ୍ରାଉଡ୍ ଡେ’ କହିବା ସହ ପଦକ୍ଷେପକୁ ପ୍ରଶଂସା କରିଛନ୍ତି
*ପିଲାଙ୍କ ମାନସିକ ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିବାକୁ ବଡ଼ ପଦକ୍ଷେପ କହିଲେ
ନୂଆ ଆଇନ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍
