ଭୁବନେଶ୍ୱର : ଆରମ୍ଭ ହେଲା ଓଡ଼ିଶା ଖାଦ୍ୟ ମହୋତ୍ସବ ୨୦୨୫ । ଇଡକୋ ପ୍ରଦଶନି ପଡିଆରେ ୨୩ ଡିସେମ୍ବର ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଏହି ମହୋତ୍ସବ। ଏଠାରେ ଆମିଷ ,ନିରାମିଷ,ବିଭିନ ପ୍ରକାର ପିଠା ପଣI, ବିଲୁପ୍ତ ହୋଇଯାଉଥିବI ଅନେକ ପ୍ରକାର ବ୍ୟଞ୍ଜନର ମଜା ନେଇପାରିବେ I କେବଳ ଖାଦ୍ୟନୁହେ ବିଭିନ୍ୟ ପ୍ରତିଯୋଗିତାରେ ଭାଗନେଇ ପୁରସ୍କାର ମଧ୍ୟ ନେଇପାରିବେ I ଏଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆବାଳବୃଦ୍ଧବନିତା ଭାଗ ନେଇପାରିବେ I ଖାଦ୍ୟ,ଖାଦକ,ଖାଦ୍ୟ ବିଶେଷଜ୍ଞ ମାନଙ୍କର ଅଦ୍ଭୁତ ମିଳନ ସହିତ ସଙ୍ଗୀତର ଆନନ୍ଦ ନେଇପାରିବେ I ଶତାଧିକ ପ୍ରକାରର ଭିନ୍ନ ଭିନ୍ନ ସ୍ଥାନର ଖାଦ୍ୟ ଏହି ମହୋତ୍ସବରେ ପରାସାଯିବ I