ଭୁବନେଶ୍ୱର : ବଢ଼ିଲା SOG ଯବାନଙ୍କ ରିସ୍କ ଭତ୍ତା
SOG ଯବାନ ଓ କର୍ମଚାରୀଙ୍କ ରିସ୍କ ଆଲାଉନ୍ସ ଚଳିତ ମାସରୁ ବୃଦ୍ଧି I ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର I
ସେହିପରି ହାବିଲଦାର: ₹20,000, କନଷ୍ଟେବଲ୍ / ସିପାହୀ: ₹16,000, ଜିଲ୍ଲା ସ୍ଵେଚ୍ଛାସେବକ ବାହିନୀ: ₹10,000 ପର୍ଯ୍ୟନ୍ତ
SIW କର୍ମଚାରୀ: ₹20,000 ପର୍ଯ୍ୟନ୍ତ ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର I ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ୱାରା ଚନ୍ଦକାର ନୂତନ ବ୍ରିଫିଙ୍ଗ କେନ୍ଦ୍ର ଓ ଅତ୍ୟାଧୁନିକ ଆତଙ୍କବାଦ ବିରୋଧୀ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ ହେଲା I ହିଂସାର ମାର୍ଗକୁ ଛାଡ଼ି ସମାଜର ମୁଖ୍ୟ ଧାରାରେ ଯୋଗ ଦେବାକୁ ମାଓବାଦୀଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ I ମାଓ ଦମନରେ SOG ଯବାନଙ୍କ ଅବଦାନ ଅନନ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି I