ଭୁବନେଶ୍ୱର: ବାଂଲାଦେଶରେ IPL ପ୍ରସାରଣ ଉପରେ ଲାଗିଲା ବ୍ୟାନ୍‌ I ବ୍ୟାନ୍ ଲଗାଇଲେ ବାଂଲାଦେଶର ୟୁନୁସ୍ ସରକାର I କିଛି ଦିନ ଆଗରୁ ମୁସ୍ତାଫିଜୁରଙ୍କୁ KKR ବାଦ୍‌ ଦେବାରୁ ପାଲଟା ପଦକ୍ଷେପ ନେଲେ ବାଂଲାଦେଶର ସରକାର I କୋଲକାତା ନାଇଟ୍ ରାଇଡର୍ସ ଦଳରୁ ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ ବାଦ ଦେବା ପାଇଁ ବିସିସିଆଇର ନିଷ୍ପତ୍ତି ପରେ, ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ବାଂଲାଦେଶରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ସମସ୍ତ ପ୍ରସାରଣ ଏବଂ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି।”