ଏହି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଥିବା ଚିନ୍ନା ତିରୁପତି ମନ୍ଦିର ବା ମିନି ତିରୁପତି ମନ୍ଦିରରେ ହରିମୁକୁନ୍ଦ ପଣ୍ଡା ନାମକ ଜଣେ ୮୦ ବର୍ଷୀୟ ବ୍ୟକ୍ତି ତାଙ୍କ ବ୍ୟକ୍ତିଗତ ଜମିରେ ଭଗବାନ ଭେଙ୍କଟେଶ୍ୱରଙ୍କ ପାଇଁ ଏହି ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିରର ନିର୍ମାଣ କାମ ଚାଲିଥିବା ବେଳେ ୪ ମାସ ତଳେ ଶ୍ରଦ୍ଧାଳୁଙ୍କ ପାଇଁ ଏହା ଖୋଲିଥିଲା। ନିର୍ମାଣାଧୀନ ମନ୍ଦିର, ପ୍ରବେଶ-ପ୍ରସ୍ଥାନ ପାଇଁ ଗୋଟିଏ ରାସ୍ତା ଓ ଏକାଦଶୀ ଉପଲକ୍ଷେ ପ୍ରବଳ ଭିଡ଼। ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ହୋଇଥିବା ଦଳାଚକଟା ଘଟଣା ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି।

youtube placeholder image