ସିରିଆରେ ଆମେରିକାର ଅପରେସନ୍_ହକ୍ଆଇ
*ସିରିଆରେ ISIS ବିରୋଧରେ ଆମେରିକାର ବଡ଼ ସୈନ୍ୟ ଅଭିଯାନ
*ଆତଙ୍କୀ ସଂଗଠନ ISISର ୭୦ଟି ଠିକଣା ଉପରେ ଆମେରିକାର ପ୍ରହାର
*ସିରିଆରେ ISIS ଦ୍ବାରା ୩ ଆମେରିକୀୟ ନାଗରିକଙ୍କ ହତ୍ୟା ପରେ ହମ୍‌ଲା
*ଅପରେସନ୍ ‘ହକ୍ଆଇ’ ଦ୍ବାରା ଆକାଶ ମାର୍ଗରୁ ଘନ ଘନ ଆକ୍ରମଣ
*ଏହା କୌଣସି ଯୁଦ୍ଧ ନୁହେଁ, ନିଜ ନାଗରିକଙ୍କ ହତ୍ୟାର ପ୍ରତିଶୋଧ କହିଲେ ଟ୍ରମ୍ପ
*ISIS ବିରୋଧରେ ଆମେରିକାର ଆକ୍ରମଣକୁ ସିରିଆର ସମର୍ଥନ
*ଆତଙ୍କବାଦ ବିରୋଧରେ ସହଯୋଗ ଜାରି ରହିବ କହିଲା ସିରିଆ ବୈଦେଶିକ ମନ୍ତ୍ରାଳୟ