ଭୁବନେଶ୍ୱର: ଭାରତର ମହାକାଶ ଅଭିଯାନ ଆଉ ଏକ ଐତିହାସିକ ମାଇଲଖୁଣ୍ଟ!ପୁଣି ଇତିହାସ ରଚିଲା ଇସ୍ରୋ
‘ବ୍ଲୁ ବର୍ଡ ବ୍ଲକ-୨’ ରକେଟର ସଫଳ ଉତ୍‌କ୍ଷେପଣ ଶ୍ରୀହରିକୋଟାରୁ ଲଞ୍ଚ ହେଲା ଆମେରିକା ଉପଗ୍ରହ
_ ଆମେରିକା ଉପଗ୍ରହ ‘ବ୍ଲୁ ବର୍ଡ ବ୍ଲକ-୨’କୁ ପଠାଇଲା ଇସ୍ରୋ
_ସବୁଠାରୁ ଓଜନିଆ ଉପଗ୍ରହ ଲଞ୍ଚ କଲା ଇସ୍ରୋ
_ ୬.୧ ଟନ୍‌ ଓଜନର ସାଟେଲାଇଟ୍‌ ‘ବ୍ଲୁ ବର୍ଡ ବ୍ଲକ-୨’
_ ଯୋଗାଯୋଗ କ୍ଷେତ୍ରରେ ହେବ ବୈପ୍ଳବିକ ପରିବର୍ତ୍ତନ
_ବିନା ଟାୱାରରେ ଆସିବ ନେଟୱାକ