ଟ୍ରାକରେ ଦୌଡ଼ିବ ବନ୍ଦେ ଭାରତ ସ୍ଲିପର
ଭୁବନେଶ୍ୱର: ଟ୍ରାକରେ ଦୌଡ଼ିବ ବନ୍ଦେ ଭାରତ ସ୍ଲିପର କୋଚ୍। ହାୱଡା-ଗୌହାଟୀ ଭିତରେ ଏହାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାଲଦା ଟାଉନ୍ ରେଳ ଷ୍ଟେସନରେ, ମୋଦି ହାୱଡାରୁ ଗୌହାଟୀକୁ ସଂଯୋଗ କରୁଥିବା ସ୍ୱଦେଶୀ ନିର୍ମିତ ବନ୍ଦେ ଭାରତ ସ୍ଲିପରକୁ ପତାକା…









