ବିଜେଡ଼ିରେ ବିଦ୍ରୋହର ଆଭାସ!
https://youtu.be/E-zanQ2mw5o?si=TS4DGyCrOy3jv7l8
ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ପ୍ରଥମ ମହିଳା ଆଇଏଏସ୍ଅନୁ ଗର୍ଗ ହେଲେ ମୁଖ୍ୟ ଶାସନ ସଚିବ । ୧୯୯୧ ବ୍ୟାଚର ମହିଳା ଆଇଏଏସ ଅନୁ ଗର୍ଗଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ…
ଚାଲିଛି ଖାଦ୍ୟ ମହୋତ୍ସବ
ଭୁବନେଶ୍ୱର : ଆରମ୍ଭ ହେଲା ଓଡ଼ିଶା ଖାଦ୍ୟ ମହୋତ୍ସବ ୨୦୨୫ । ଇଡକୋ ପ୍ରଦଶନି ପଡିଆରେ ୨୩ ଡିସେମ୍ବର ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଏହି ମହୋତ୍ସବ। ଏଠାରେ ଆମିଷ ,ନିରାମିଷ,ବିଭିନ ପ୍ରକାର ପିଠା ପଣI, ବିଲୁପ୍ତ ହୋଇଯାଉଥିବI…
ଆଜିଠୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।୧୧ଦିନ ଧରି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାମହାରାଜ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚଆଜି ସଂଧ୍ୟାରେ ଉଦଘାଟନ ସମାରୋହଅଧିକ ସଂଖ୍ୟକ ଦର୍ଶକ ସୁବିଧାରେ ଧନୁଯାତ୍ରାକୁ ଉପଭୋଗ କରିପାରିବେ, ତାହାର…
ଦିଲ୍ଲୀରେ ବାଂଲାଦେଶକୁ ବିରୋଧ
ଭୁବନେଶ୍ୱର: ବାଂଲାଦେଶରେ ହତ୍ୟା କରାଯାଇଥିବା ଦୀପୁଚନ୍ଦ୍ର ଦାସଙ୍କ ପାଇଁ ନ୍ୟାୟ ଦାବିକରି ହଜାରହଜାର ଲୋକ ଶୋଭାଯାତ୍ରାରେ କରିଥିଲେI ବାଂଲାଦେଶରେ ଦୀପୁ ଚନ୍ଦ୍ରାଙ୍କ ହତ୍ୟା ବିରୋଧରେ ଜାତୀୟ ରାଜଧାନୀରେ ପ୍ରତିବାଦ ଆରମ୍ଭ ହେବା ସହିତ ଢାକାରୁ ଦିଲ୍ଲୀକୁ ଦଙ୍ଗା ଆରମ୍ଭ ହୋଇଛି। ଗତ…
ରୋଗୀ ସେବାରେ ନୂଆ ଆମ୍ବୁଲାନ୍ସ ସାମିଲ
ଭୁବନେଶ୍ୱର : ରୋଗୀ ସେବାରେ ନୂଆ ଆମ୍ବୁଲାନ୍ସ ସାମିଲ I ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ Iରାଜ୍ୟବାସୀଙ୍କ ସେବାରେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ I ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ ଆମ୍ୱୁଲାନ୍ସ ଗଡ଼ିବାର ଯୋଜନା ଅଛି I ପ୍ରଥମ…
ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ଅମରାବତୀ
ଭୁବନେଶ୍ୱର : କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ ଭାବେ ଅମରାବତୀକୁ ଅନୁମୋଦନ ଦେଇଛନ୍ତି। ରାଜଧାନୀ ପ୍ରଶ୍ନ ଉପରେ ବର୍ଷ ବର୍ଷର ଅନିଶ୍ଚିତତାର ଅନ୍ତ ଘଟାଇ ଏକ ଐତିହାସିକ ପଦକ୍ଷେପ। ପ୍ରଶାସନ, କୋର୍ଟ ଏବଂ ଶକ୍ତି କେନ୍ଦ୍ରଗୁଡ଼ିକ ଏବେ ଅମରାବତୀରେ କେନ୍ଦ୍ରୀଭୂତ…
ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା; ବଢ଼ିଲା ଟିକେଟ୍ ଦର I
ଭୁବନେଶ୍ୱର :ରେଳବାଇ ୨୬ ଡିସେମ୍ବର, ୨୦୨୫ ଠାରୁ ରେଳବାଇ ପୁଣି ଯାତ୍ରୀ ଭଡ଼ା ବୃଦ୍ଧି କରିଛି । ଡିସେମ୍ବରରୁ ଲାଗୁ ହୋଇଥିବା ଆର୍ଥିକ ବର୍ଷ ୨୬ରେ ରେଳ ମନ୍ତ୍ରଣାଳୟ ଦ୍ୱିତୀୟ ଥର ପାଇଁ ଯାତ୍ରୀ ଭଡ଼ା ବୃଦ୍ଧି କରିଛି | ୨୧୫…










