Tag: utkaltv24x

ବଢିବ ସିଗାରେଟ ଦର

ଫେବୃଆରୀ ୧ ରୁ ସରକାର ନୂତନ ଉତ୍ପାଦ ଶୁଳ୍କ ଘୋଷଣା କରିବା ସହିତ ତମାଖୁ, ପାନ ମସଲା ମହଙ୍ଗା ହେବ I କେନ୍ଦ୍ର ସରକାର ଫେବୃଆରୀ ୧ ରୁ ତମାଖୁ ଉତ୍ପାଦ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ ହେବ ବୋଲି…

ପରେଡରେ ଯୋଗ ଦେବେ ପଶୁ ପକ୍ଷୀ

ଭୁବନେଶ୍ୱର: ଗଣତନ୍ତ୍ର ଦିବସ 2026 ପରେଡରେ ଏଥରକ ପଶୁ ଦଳ ଯୋଗ ଦେଉଛି I ଭାରତୀୟ ସେନା ଗଣତନ୍ତ୍ର ଦିବସ 2026 ପରେଡରେ ପଶୁ ଦଳକୁ ଡେବ୍ୟୁ କରିଛି I ପ୍ରଥମ ଥର ପାଇଁ, ଭାରତୀୟ ସେନାର ରିମାଉଣ୍ଟ ଏବଂ ପଶୁଚିକିତ୍ସା…

୩ IAS ଅଧିକାରୀଙ୍କୁ ପଦୋନ୍ନତି

ଭୁବନେଶ୍ୱର : ୩ IAS ଅଧିକାରୀଙ୍କୁ ପଦୋନ୍ନତି ରାଜ୍ୟର ୩ IAS ଅଧିକାରୀଙ୍କୁ ପଦୋନ୍ନତି ଦେଲେ ସରକାର ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ଦେଲେ ସରକାର ଆର୍‌. ସନ୍ଥନ ଗୋପାଳନ୍ ପ୍ରମୁଖ ସଚିବ ଭାବେ ପଦୋନ୍ନତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

ଆଜି ଦାୟିତ୍ଵ ନେବେ ଅନୁ ଗର୍ଗ

ଭୁବନେଶ୍ୱର : ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଦାୟିତ୍ଵ ନେବେ ଅନୁ ଗର୍ଗ Iଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ l ୧୯୯୧ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ଅନୁ ଗର୍ଗ l୨୦୨୯ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ…

୪ କୋଟିର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ

୪ କୋଟିର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତଭୁବନେଶ୍ୱର ଏୟାରପୋର୍ଟରୁ ୩.୯୩ କେଜି ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ.I ଜବତ ହାଇଡ୍ରୋପୋନିକ୍‌ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ I ଶେଷ ସୂଚନା ଆଧାରରେ ଧରିଲା ରାଜସ୍ୱ…

ସୋସିଆଲ ମିଡିଆ ଉପରେ ସରକାରଙ୍କ କଟକଣା

ଭୁବନେଶ୍ୱର :ସୋସିଆଲ ମିଡିଆ ଉପରେ ଲାଗିଲା ଅଙ୍କୁଶ I ଯଦି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଅଶ୍ଳୀଳ ,ସମାଜ ଉପରେ କୁପ୍ରଭାବ ପକାଉଥିବା ଘଟଣାକୁ ପରିବେଷଣ କରୁଥିବ ,ଶିଶୁ ପ୍ରେମୀ ଏବଂ ଅନ୍ୟାନ୍ୟ ବେଆଇନ ବିଷୟବସ୍ତୁ ଉପରେ ରୋକ ​​ଲଗାଇବାରେ ବିଫଳ ହୁଅନ୍ତି,…

ନୂଆବର୍ଷରେ ଫୁଲ ଦେବା ମନା

ନୂଆବର୍ଷର ପ୍ରଥମ ଦିନ ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ, ଏହି ଦିନ ମୋର କାର୍ଯ୍ୟାଳୟ ଗୋଟିଏ ସାଧାରଣ କାର୍ଯ୍ୟଦିବସ ଭଳି ଚାଲିବ ଏବଂ ନିୟମିତ ଭାବେ ସରକାରୀ କାର୍ଯ୍ୟ ହେବ। ତେଣୁ, ମୋର କାର୍ଯ୍ୟାଳୟକୁ ନୂଆବର୍ଷର ଅଭିନନ୍ଦନ କିମ୍ବା ଶୁଭେଚ୍ଛା ଜଣାଇବା…

୧୦ ସମସ୍ୟା ଦୂର କରିବ ଅଦା

ଅଦା ଏକ ମସଲା ନୁହେଁ ଏହା ଏକ ପ୍ରାକୃତିକ ଔଷଧ ଭାବରେ କାମ କରେ। ଏହାକୁ ଆୟୁର୍ବେଦରେ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ, ଖାଦ୍ୟ ବ୍ୟତୀତ ଏହାକୁ ଘରୋଇ ଉପଚାରରେ ମଧ୍ୟ ବ୍ୟବହାର କରାଯାଏ। ଏହା ଆପଣଙ୍କ ହୃଦୟ ପାଇଁ…

ମାଷ୍ଟରପ୍ଲାନ : ରାଜ୍ୟସଭା ଏଣ୍ଟ୍ରି ପରେ ଉତ୍ତରାଧିକାରୀ

ଭୁବନେଶ୍ବର: ବିଜେଡି ମଙ୍ଗ ଧରିବେ ସୁଜାତା କାର୍ତ୍ତିକେୟନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଦଳ ଭିତରେ ଚୂଡାନ୍ତି ହୋଇସାରିଲାଣି । ସୁଜାତାଙ୍କୁ ବିରୋଧ କରୁଥିବା ଏବଂ ବିରୋଧ କରିବା ପାଇଁ ପଛରେ ରହି ଗୋଟି ଚାଳନା କରୁଥିବା ନେତାମାନଙ୍କୁ କୋଣଠେସା କରିବା…

ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ I ସେ ୮୦ ବର୍ଷ ବୟସରେ ମଙ୍ଗଳବାର ଭୋର ସମୟରେ ମୃତ୍ୟୁବରଣ କରିଛନ୍ତି I ସେ ପୂର୍ବରୁ ଲିଭର ସିରୋସିସ୍ ଏବଂ ସମ୍ପ୍ରତି ଫୁସଫୁସ ସଂକ୍ରମଣ ଭଳି ଦୀର୍ଘସ୍ଥାୟୀ ରୋଗ ସହିତ ଜଡିତ…