IPL_ନିଲାମତାଲିକାରେଓଡ଼ିଆକ୍ରିକେଟରଙ୍କ_ନାଁ

୨ ଓଡ଼ିଆ କ୍ରିକେଟରଙ୍କୁ IPL ନିଲାମ ତାଲିକାରେ ଯୋଡ଼ିଲା BCCI
ରାଜେଶ ମହାନ୍ତି ଓ ସ୍ବସ୍ତିକ ସାମଲଙ୍କ ନାଁ ଯୋଡ଼ି ହେଲା
ଉଭୟଙ୍କ ବେସ୍‌ ପ୍ରାଇସ୍ ରହିଛି ୩୦ ଲକ୍ଷ ଟଙ୍କା
ନିଲାମ ତାଲିକାରେ ଅଛନ୍ତି ମୋଟ୍‌ ୩୬୯ ଜଣ ଖେଳାଳି