ଭୁବନେଶ୍ୱର: ବାଲି ବୋଝେଇ ଗାଡ଼ିକୁ ଘୋଡ଼ାଇବା ବାଧ୍ୟତାମୂଳକ ବୋଲି ପରିବହନ କମିଶନରଙ୍କ ନିର୍ଦ୍ଦେଶ I ​ବାଲି ଘାଟରୁ ବାହାରିବା ପୂର୍ବରୁ କଭର କରିବା ବାଧ୍ୟତାମୂଳକ କରାଯାଇଛି I ରାସ୍ତାରେ ବାଲି ଖସି ଦୁର୍ଘଟଣା ଘଟୁଥିବାରୁ କଡ଼ା ନିର୍ଦେଶ ଦିଆଯାଇଛି I ​ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ବାଲି ଖାଦାନର ଲିଜ୍ ବୋଲି ନିର୍ଦ୍ଦେଶ ଅଛି I
​ପ୍ରତି ଲୋଡିଂ ପଏଣ୍ଟରେ CCTVରେ ହେବ କଡ଼ା ଚେକିଂ କରାଯିବ I