Category: National News

ଘନ କୁହୁଡ଼ି ପାଇଁ ନୂଆଦିଲ୍ଲୀରେ ଅରେଞ୍ଜ ଆଲର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ିଫଳରେ ଦୃଶ୍ୟମାନତା ପ୍ରାୟ 150-200 ମିଟରକୁ ହ୍ରାସ | ଭିଜିବିଲିଟି ହ୍ରାସ ପାଇଁ ପାଣିପାଗ ବିଭାଗର ଆଲର୍ଟ ,କୁହୁଡ଼ି ପାଇଁ ଏୟାରଇଣ୍ଡିଆର ବି ଆଡଭାଇଜରି ଜାରିଉତ୍ତର ଓ ପୂର୍ବ ଭାରତରେ ବିମାନ,ରେଳ ଏବଂ ସଡ଼କ ପରିବହନ…

ସୁଦାନରୁ ଫେରିଲେ ଓଡ଼ିଆ ଯୁବକ ଆଦର୍ଶ ବେହେରା

ଭୁବନେଶ୍ଵର : ସୁଦାନରୁ ଫେରିଲେ ଜଗତସିଂହପୁର ଜିଲାର ଓଡ଼ିଆ ଯୁବକ ଆଦର୍ଶ ବେହେରାବିମାନବନ୍ଦରରେ ପହଞ୍ଚି ଭାବବିହ୍ୱଳ ହେଲେ ଆଦର୍ଶବିଦ୍ରୋହୀ ଆତଙ୍କୀ ସଂଗଠନ RSF କରିଥିଲା ଅପହରଣକେନ୍ଦ୍ର ସରକାରଙ୍କୁ ଦେଲେ ଧନ୍ୟବାଦ |କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟକୁ ପତ୍ର ଲେଖିଥିଲେ ରାଜ୍ୟ ସରକାରମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ…

ବନତାରା ବୁଲିଲେ ମେସି

ବିଶ୍ୱ ଫୁଟବଲ୍ ଆଇକନ୍ ଲିଓନେଲ୍ ମେସି ଜାମନଗରର ଏକ ବନ୍ୟପ୍ରାଣୀ ଉଦ୍ଧାର, ପୁନର୍ବାସ ଏବଂ ସଂରକ୍ଷଣ କେନ୍ଦ୍ର ବନତାରା ପରିଦର୍ଶନ କରିଛନ୍ତି, ଯେଉଁଠାରେ ସେ ଅନନ୍ତ ଅମ୍ବାନୀଙ୍କ ସଂରକ୍ଷଣ ଦଳ ସହିତ ଆଲୋଚନା କରିଥିଲେ। ସେ ଯତ୍ନ ନେଉଥିବା ବ୍ୟକ୍ତି ଏବଂ…

ଦିଲ୍ଲୀରେ ପହଞ୍ଚିବା ପରେ ଲୁଥ୍ରା ବ୍ରଦର୍ସଙ୍କୁ ଗିରଫ

ଦିଲ୍ଲୀ: ଲୁଥ୍ରା ବ୍ରଦର୍ସଙ୍କୁ ଗରିଫ କଲା ଗୋଆ ପୋଲିସ | ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଗିରଫ କିଛି ସମୟରେ ୨ ଭାଇଙ୍କୁ କୋର୍ଟରେ ହାଜର କରାଯିବ ଗୋଆ କ୍ଲବରେ ଅଗ୍ନିକାଣ୍ଡ ପରେ ଥାଇଲାଣ୍ଡ ପଳାଇଥିଲେ ଗୋଆ କ୍ଲବ ଅଗ୍ନିକାଣ୍ଡରେ ଯାଇଥିଲା…

ଭୁବନେଶ୍ୱରରେ ହେବ ଭିସା ସେଣ୍ଟର

ଭୁବନେଶ୍ୱରରେ ହେବ ଭିସା_ସେଣ୍ଟର*ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’*ବରମୁଣ୍ଡା ବସ୍ ଟର୍ମିନାଲ ବିଲ୍ଡିଂରେ କାର୍ଯ୍ୟକ୍ଷମ ହେବ ଭିସା ସେଣ୍ଟର*ଏଥିପାଇଁ ରାଜ୍ୟ ସରକାର ୩ ହଜାର ବର୍ଗଫୁଟର ଜାଗା ଯୋଗାଇ ଦେବେ*ଭିସା ପାଇଁ ଆଉ କୋଲକତା, ଦିଲ୍ଲୀ, ହାଇଦ୍ରାବାଦ ଯିବାକୁ ପଡ଼ିବନି

ଭୟଙ୍କର କୁହୁଡି ପାଇଁ ୪0 ବିମାନସେବା ବାତିଲ୍

ଦିଲ୍ଲୀ : ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରଚଣ୍ଡ କୁହୁଡି ଜନ-ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବିଶେଷକରି ଭୟଙ୍କର କୁହୁଡି ପାଇଁ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ୪0ଟି ବିମାନକୁ…

ଚର୍ଚ୍ଚାରେ ଅଭିନେତ୍ରୀ ଗିରିଜା ଓକ୍।

ଚର୍ଚ୍ଚାରେ ଅଭିନେତ୍ରୀ ଗିରିଜା ଓକ୍।କୌଣସି ଫିଲ୍ମ ପ୍ରମୋଶନ୍ ଲାଗି ନୁହେଁ, କି କୌଣସି ବଡ଼ ୱେବ୍ ସିରିଜ୍ ରିଲିଜ୍ ନୁହେଁ |ଗୋଟେ ଇଣ୍ଟରଭ୍ୟୁ କ୍ଲିପ୍ ଲାଗି ଭାଇରାଲ ହେବାରେ ଲାଗିଛନ୍ତି ଗିରିଜା ଓକ୍ |ଇଣ୍ଟରଭ୍ୟୁ କ୍ଲିପରେ ସେ ନୀଳ ସାଡ଼ି ପିନ୍ଧିଥିଲେ…

ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ପରଲୋକ

ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ 90 ବର୍ଷ ବୟସରେ ପରଲୋକ | ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ମହାରାଷ୍ଟ୍ରର ଲାଟୁରସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ସେ 2004-2008 ପର୍ଯ୍ୟନ୍ତ ଭାରତର ଗୃହମନ୍ତ୍ରୀ…

ତିରୁପତିରେ ନକଲି ଘିଅ ପରେ ଶାଲ୍ ସ୍କାମ |

ନକଲି ଘିଅ ପରେ ଏବେ ନକଲି ରେଶମ ଦୁପଟ୍ଟା ଦୁର୍ନୀତି। ତିରୁପତି ମନ୍ଦିରରେ, ୨୦୧୫ ରୁ ୨୦୨୫ ମଧ୍ୟରେ, ଜଣେ ଯୋଗାଣକାରୀ ନକଲି ରେଶମ ଦୁପଟ୍ଟା ଦେଇଥିଲେ। ପ୍ରକୃତରେ ମାତ୍ର ₹୩୫୦ ମୂଲ୍ୟର ଦୁପଟ୍ଟା ପାଇଁ ₹୧୩୦୦ ବିଲ୍ କରାଯାଇଥିଲା। ମୋଟ…