Category: National News

ପୁଞ୍ଜି ନିବେଶ କରିବେ ୨ ଆମେରିକା କମ୍ପାନୀ |

୨୦୩୦ ସୁଦ୍ଧା ଭାରତରେ ବିଭିନ୍ନ ବ୍ୟବସାୟରେ ୩୫ ବିଲିୟନ ଆମେରିକୀୟ ଡଲାର ନିବେଶ କରିବାକୁ AMAZON ପ୍ରତିଶୃତି ଦେଇଛି |ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି, ସେ ଭିତ୍ତିଭୂମି ନିର୍ମାଣ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ଆବଶ୍ୟକ ଦକ୍ଷତା ପାଇଁ ୧୭.୫ ବିଲିୟନ…

“UNESCO” ତାଲିକାରେ ଅନ୍ତର୍ଭୁକ୍ତ ହେଲା ଦୀପାବଳି |

ଭାରତର ଉତ୍ସବ ସଂସ୍କୃତିର ଆତ୍ମା​​ ଦୀପାବଳି ପର୍ବ ୟୁନେସ୍କୋର ଅମୂର୍ତ ସାଂସ୍କୃତିକ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଏହା ଭାରତ ଏବଂ ବିଶ୍ୱରେ ରହୁଥିବା ଭାରତୀୟମାନଙ୍କ ପାଇଁ ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ଦୀପାବଳି ପର୍ବ ଆମର ସଂସ୍କୃତି, ପରମ୍ପରା ଏବଂ…

ଅଷ୍ଟ୍ରେଲିଆରେ ସୋସିଆଲ୍‌ ମିଡିଆ ବ୍ୟାନ୍

ଅଷ୍ଟ୍ରେଲିଆରେ ସୋସିଆଲ୍‌ ମିଡିଆ ବ୍ୟାନ୍ ଅଷ୍ଟ୍ରେଲିଆରେ ଆଜିଠୁ ନୂଆ ନିୟମ *୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ସୋସିଆଲ୍‌ ମିଡିଆ ବ୍ୟାନ୍*ଫେସବୁକ୍, ଟିକ୍‌ଟକ୍, ଇନ୍‌ଷ୍ଟାଗ୍ରାମ୍, ୟୁଟ୍ୟୁବ୍‌ରେ ଆକାଉଣ୍ଟ ଥିଲେ ହଟାଇବାକୁ ପଡ଼ିବ*ନଚେତ୍ କଂପାନୀକୁ ୩୩ ମିଲିଅନ୍ ଡଲାର ପର୍ଯ୍ୟନ୍ତ ଜରିମାନା…

କାଲିରାତି ୮ଟା ଭିତରେ ଟଙ୍କା ଫେରାଅ |

ଯାତ୍ରୀଙ୍କୁ ଟଙ୍କା ଫେରାଇବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ | ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି | କାଲି ରାତି ୮ଟା ଭିତରେ ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ | ପ୍ରଭାବିତ ଯାତ୍ରୀମାନଙ୍କୁ ରି-ସିଡ୍ୟୁଲିଂ ଚାର୍ଜ ଲଗାଇବା ମନା |…

ଯାତ୍ରୀ ସୁବିଧାଯାତ୍ରା ପାଇଁ ରେଲୱେର ପଦକ୍ଷେପ

ସୁବିଧା ଯାତ୍ରା ପାଇଁ ରେଲୱେର ପଦକ୍ଷେପଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁଁ ଯାତ୍ରୀ ହନ୍ତସନ୍ତ ଘଟଣାଲୋକଙ୍କ ସୁବିଧା ଯାତ୍ରା ପାଇଁ ଦାୟିତ୍ୱ ନେଲା ରେଳବାଇଅତିରିକ୍ତ କୋଚ୍ ବୃଦ୍ଧି ସହ ସ୍ୱତନ୍ତ୍ର ଟ୍ରେନ୍ ସେବା ଘୋଷଣାସାବରମତୀ ଓ ଦିଲ୍ଲୀ ମଧ୍ୟରେ ଚାଲିବ ସ୍ୱତନ୍ତ୍ର…

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଦଳା ଚକଟା

ଏହି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଥିବା ଚିନ୍ନା ତିରୁପତି ମନ୍ଦିର ବା ମିନି ତିରୁପତି ମନ୍ଦିରରେ ହରିମୁକୁନ୍ଦ ପଣ୍ଡା ନାମକ ଜଣେ ୮୦ ବର୍ଷୀୟ ବ୍ୟକ୍ତି ତାଙ୍କ ବ୍ୟକ୍ତିଗତ ଜମିରେ ଭଗବାନ ଭେଙ୍କଟେଶ୍ୱରଙ୍କ ପାଇଁ ଏହି ମନ୍ଦିର ନିର୍ମାଣ କରିଥିଲେ।…

ବୋପାନ୍ନାଙ୍କ ଅବସର ଘୋଷଣା

ଭାରତୀୟ ଟେନିସ ଜଗତର କିମ୍ବଦନ୍ତୀ ରୋହନ ବୋପାନ୍ନା ଆଜି ଅବସର ଘୋଷଣା କରିଛନ୍ତି। ସେ ପ୍ରତିଯୋଗିତା ମୂଳକ ଟେନିସକୁ ଅଲବିଦା କହିଛନ୍ତି। ବୋପାନ୍ନାଙ୍କ ଅବସର ସହ ଦୀର୍ଘ ୨ ଦଶନ୍ଧି ଧରି ଟେନିସ ସହ ଜଡ଼ିତ ତାଙ୍କ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।…

ଦାର୍ଜିଲିଂରେ ବର୍ଷା ଯୋଗୁଁ ବ୍ୟାପକ କ୍ଷତି: ଦୁଃଖ ପ୍ରକାଶ କଲେ ପ୍ରଧନମନ୍ତ୍ରୀ

ପଶ୍ଚିମବଙ୍ଗର ଦାର୍ଜିଲିଂରେ ପ୍ରବଳ ବର୍ଷା ସହିତ ଭୂସ୍ଖଳନ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ହଠାତ୍ ମୂଷଳଧାରା ବର୍ଷା ହେବାରୁ ସହରର ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଘଟି ବ୍ୟାପକ ହାନି ହୋଇଛି। ଅଚାନକ ବନ୍ୟାରେ ଅନେକ ଘର, ପୋଲ ଓ ଚା’ ବଗିଚା…