ଜଗା ଦର୍ଶନ ପାଇଁ ପୁରୀ ଗଲେ ଅଧିନାୟକ |
ପୁରୀରେ ଟିମ୍ ଇଣ୍ଡିଆର_୪ଖେଳାଳିପୁରୀରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ଙ୍କ ସହ ୪ ଖେଳାଳିT-20 ମ୍ୟାଚ୍ ପୂର୍ବରୁ ଜଗା ଦର୍ଶନ ପାଇଁ ଯାଇଛନ୍ତି ଖେଳାଳିକ୍ୟାପଟେନ୍ ସୂର୍ଯ୍ୟକୁମାରଙ୍କ ସହ ଅଛନ୍ତି ତାଙ୍କ ପତ୍ନୀକୋଚ୍ ଗୌତମ ଗମ୍ଭୀର, ତିଲକ ବର୍ମା, ୱାଶିଂଟନ ସୁନ୍ଦରକଡ଼ା ସୁରକ୍ଷା ମଧ୍ୟରେ…
ଖସୁଛି ପାରଦ ଥରୁଛି ଓଡ଼ିଶା |
ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି | ଉତ୍ତରପଶ୍ଚିମ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଭାବିକ ଠାରୁ କମ ତାପମାତ୍ରା ରହିବ । ଆଗାମୀ 4-5 ଦିନ ରାଜ୍ୟରେ ଜାରି ରହିବ ଶୀତର ପ୍ରଭାବ, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡା, ଏବଂ…
ବାରବାଟୀରେ ଅଭ୍ୟାସ କରିବେ ଭାରତ-ଦକ୍ଷିଣ ଆଫ୍ରିକା ଖେଳାଳି |
ବାରବାଟୀରେ ଆଜି ଅଭ୍ୟାସ କରିବେ ଭାରତ-ଦକ୍ଷିଣ ଆଫ୍ରିକା ଖେଳାଳି | ଅପରାହ୍ନ ୧.୩୦ରୁ ୪.୩୦ ଯାଏ ଅଭ୍ୟାସ କରିବ ଟିମ୍ ଇଣ୍ଡିଆ | ଦକ୍ଷିଣ ଆଫ୍ରିକା ଦଳ ସନ୍ଧ୍ୟା ୫.୩୦ରୁ ୮.୩୦ ଯାଏ ଅଭ୍ୟାସ କରିବ | ନେଟ୍ ପ୍ରାକ୍ଟିସ ଦେଖିବା…
କନ୍ୟା ବିବାହ ପାଇଁ ସରକାର ଦେବେ ୫୧ହଜାର |
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଗାଇଡ୍ଲାଇନ୍ ଝିଅ ବୟସ ୧୮ରୁ ୩୫ ବର୍ଷ, ପୁଅ ବୟସ ୨୧ରୁ ୩୫ ବର୍ଷ ହୋଇଥିବ |ବିବାହ ପାଇଁ ପ୍ରତ୍ୟେକ କନ୍ୟାଙ୍କୁ ମିଳିବ ୫୧ ହଜାର ଟଙ୍କାର ସହାୟତା ରାଶି | ସୁଭଦ୍ରା ଯୋଜନା…
Matric exam year 25-26
ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ପକ୍ଷରୁ ଜାରି କରାଗଲା ପରୀକ୍ଷାସୂଚୀ ଫେବୃଆରୀ 19ରୁ ଆରମ୍ଭ ହେବ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା । 19ରୁ ଆରମ୍ଭ ହୋଇ ମାର୍ଚ୍ଚ 3ରେ ସରିବ ପରୀକ୍ଷା । ସକାଳ 9ଟାରୁ 11.30 ପର୍ଯ୍ୟନ୍ତ ଚାଲିବ…
ପରିବାରକୁ ସମୟ ଦେବି ନିର୍ବାଚନ ଲଢିବିନି …
https://www.youtube.com/embed/UBYjMO_n07k
ମାଷ୍ଟର ମାଇଣ୍ଡ ଶଙ୍କରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ
ବହୁ ଚର୍ଚ୍ଚିତ ପୋଲିସ ଏସଆଇ ନିଯୁ୍କ୍ତି କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚକୁ ମିଳିଛି ବହୁତ ବଡ ସଫଳତା । ପ୍ରାୟ ଏକ ମାସ ପରେ ଗିରଫ ହୋଇଛି ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟୀ । କ୍ରାଇମବ୍ରାଞ୍ଚ ଶଙ୍କର…
ପୁଣି ଫେରିଲା ଆପଣ ମାନେ ଖୁସି ତ ? …
ଆଜି ଆମେ ଆଲୋଚନା କରିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ଡାଇଲଗରୁ ଆପଣ ମାନେ ଖୁସି ତ ? ନୂଆପଡା ଉପ-ନିର୍ବାଚନର ଧାର୍ଯ୍ୟ ତାରିଖ ହେଉଛି ଆସନ୍ତା ୧୧ ତାରିଖ, ଏ କଥା ତ ଆପଣମାନେ ଜାଣିନ୍ତି ପ୍ରଚାର ମଇଦାନକୁ…










