Category: Odisha News

ବଢିବନି ବିଧାୟକଙ୍କ ଦରମା !

ଭୁବନେଶ୍ବର – ବିଧାନସଭାରେ ବିଧାୟକଙ୍କ ଦରମା ବିଲ୍ ପାରିତ ହେବା ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ବିଧାୟକଙ୍କ ଦରମା ତିନିଗୁଣା ବୃଦ୍ଦିକୁ କେହି ସହଜରେ ଗ୍ରହଣ କରିପାରି ନ ଥିଲେ । ଗରିବ ରାଜ୍ୟରେ ଧନୀ ବିଧାୟକ…

ଧଉଳି ଗଣଦୁଷ୍କର୍ମ ମୁଖ୍ୟ ଅଭିଯୁକ୍ତ ଗିରଫ

ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ*ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପିକୁ ଗିରଫ କଲା ପୋଲିସ*ଗଞ୍ଜାମରୁ ଗିରଫ କଲେ ସ୍ପେସାଲ ସ୍କ୍ବାଡ୍‌ ଓ ଧଉଳି ଥାନା ପୋଲିସ*ପୂର୍ବରୁ ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ*ଘଟଣାସ୍ଥଳରେ…

କଟକର ବାବୁଲା ଦହିବରା ଦିଲ୍ଲୀରେ ସୁପରଷ୍ଟାର

କଟକ :କଟକର ବାବୁଲା ଦହିବରାଙ୍କୁ ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲରେ #StreetFoodSuperstar ଭାବରେ ସମ୍ମାନିତ କରାଯ|ଇଛି | ଷ୍ଟ୍ରିଟ୍ ଫୁଡ୍ କେବଲ ସ୍ୱାଦ ନୁହେଁ ଅଧିକ କିଛି -ଏହା ଭାବନା, ପରମ୍ପରା ଏବଂ ପିଢ଼ି ପରେ ପିଢ଼ି ଧରି ନିଜର କଳାକୁ…

ସୁଦାନରୁ ଫେରିଲେ ଓଡ଼ିଆ ଯୁବକ ଆଦର୍ଶ ବେହେରା

ଭୁବନେଶ୍ଵର : ସୁଦାନରୁ ଫେରିଲେ ଜଗତସିଂହପୁର ଜିଲାର ଓଡ଼ିଆ ଯୁବକ ଆଦର୍ଶ ବେହେରାବିମାନବନ୍ଦରରେ ପହଞ୍ଚି ଭାବବିହ୍ୱଳ ହେଲେ ଆଦର୍ଶବିଦ୍ରୋହୀ ଆତଙ୍କୀ ସଂଗଠନ RSF କରିଥିଲା ଅପହରଣକେନ୍ଦ୍ର ସରକାରଙ୍କୁ ଦେଲେ ଧନ୍ୟବାଦ |କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟକୁ ପତ୍ର ଲେଖିଥିଲେ ରାଜ୍ୟ ସରକାରମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ…

ବୁଲା କୁକୁରମାନଙ୍କ ପାଇଁ ବିଏମସି ସ୍ଥାୟୀ ଆଶ୍ରୟସ୍ଥଳ ଯୋଜନା କରୁଛି।

ଭୁବନେଶ୍ୱର: ବିଏମସି ବୁଲା କୁକୁରମାନଙ୍କ ପାଇଁ ସ୍ଥାୟୀ ଆଶ୍ରୟସ୍ଥଳ ଯୋଜନା କରୁଛି। କୁକୁରମାନଙ୍କୁ ସେମାନଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଆଶ୍ରୟସ୍ଥଳରେ ରଖାଯିବ। ସେମାନଙ୍କୁ ଖାଦ୍ୟ, ଯତ୍ନ ଏବଂ ଚିକିତ୍ସା ଯୋଗାଇ ଦିଆଯିବ। ଭୁବନେଶ୍ୱରରେ ବୁଲା କୁକୁରଙ୍କ ସଂଖ୍ୟା ଜାତୀୟ ହାରଠାରୁ ଅଧିକ ଥିବାରୁ…

କଂଗ୍ରେସରୁ ବହିଷ୍କୃତ ହେଲେ ମୋକିମ

ଭୁବନେଶ୍ବର : ରାଜ୍ୟରେ କଂଗ୍ରେସକୁ ସୁଧାରିବା ପାଇଁ ଚେଷ୍ଟା କରି ଶେଷରୁ ଦଳରୁ ବହିଷ୍କୃତ ହୋଇଛନ୍ତି ପୂର୍ବତନ ବିଧାୟକ ତଥା ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ । ରାଜ୍ୟରେ କଂଗ୍ରେସର ଦିଶାହୀନ ନେତୃତ୍ବ ଏବଂ ରାଷ୍ଟ୍ରୀୟସ୍ତରରେ ଖାଡଗେଙ୍କ ଭଳି ଜଣେ…

ମ୍ୟୁଜିୟମର ଶୋଭା ବଢାଇବ ରାମୁ

ରାମୁ ହାତୀର କଙ୍କାଳ ଭୁବନେଶ୍ୱରରେ ଭରତପୁର ଜଙ୍ଗଲ ଭିତରେ ପୋତା ଯାଇଥିବା ସ୍ଥାନରୁ ଖୋଳି ବାହାର କରାଯାଇଛି ।ରାମୁର କଙ୍କାଳ କୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରି ଚନ୍ଦକା ବନ ଖଣ୍ଡ ରେ ଗୋଡ଼ିବାରୀଠାରେ ରଖା ଯିବ |କଙ୍କାଳ ଖୋଳି ବାହାର…

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ |

ଭୁବନେଶ୍ୱରର ସତ୍ୟବିହାର ସ୍ଥିତ ଏକ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ। ପାଖରେ ଥିବା ଫର୍ଣ୍ଣିଚର୍‌ ଦୋକାନକୁ ନିଆଁ ବ୍ୟାପିଥିବା ଜଣାପଡିଛି। ୪୫ ମିନିଟ ଧରି ନିଆଁ ଲାଗିଥିବା…

ଚାକିରୀ ବାଣ୍ଟିବେ ସରକାର |

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗ ଦେଇ ନୂତନ ଭାବେ ଚୟନୀତ ୩ଟି ବିଭାଗର ୫୯୧ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏଥିସହ ୪୨୫ କୋଟି…