Category: Odisha News

ଏକ୍ସପ୍ରେସ ଟ୍ରେନରେ ନିଆଁ 1 ମୃତ

ଭୁବନେଶ୍ୱର : ଏକ୍ସପ୍ରେସ ଟ୍ରେନରେ ନିଆଁ 1 ମୃତଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ ଲାଗିଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି I B1 ଏବଂ M2 AC କୋଚରେ ଲାଗିଥିଲା ନିଆଁ I ଟ୍ରେନଟି ବିଶାଖାପାଟଣାରୁ ଭାୟା ଦୁଭାଦା ସମୟରେ ଇଲାମାଞ୍ଚିଲି ଷ୍ଟେସନରେ ରାତି…

ଏଣିକି ଅଫଲାଇନରେ ବି ପୈଠ ହେବ ଇ-ଚାଲାଣ

ଭୁବନେଶ୍ୱର: ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ନଗଦ ଟଙ୍କା ଗ୍ରହଣ କରିବା ପାଇଁ RTOଙ୍କୁ ନିର୍ଦେଶ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦିଆଯିବ ସ୍ବତନ୍ତ୍ର ଦାୟିତ୍ବ ଦୁର୍ବଳ ଇଣ୍ଟରନେଟ ଅଞ୍ଚଳ ଲୋକଙ୍କ ପାଇଁ ହେବ ସହାୟକ ମୋବାଇଲକୁ OTP ଯାଉ ନଥିବାରୁ…

ହାତୀ ପାଇଁ ଶିଖରଚଣ୍ଡୀ ବନ୍ଦ

ହାତୀ ପାଇଁ ଶିଖରଚଣ୍ଡୀ ବନ୍ଦଭୁବନେଶ୍ୱର : ରାଜଧାନୀର ଶିଖରଚଣ୍ଡୀ ପାହଡ଼ରେ ୨ ଦନ୍ତା ହାତୀ ବୁଲିବା ଘଟଣା-ହାତୀ ନଯିବା ପର୍ଯ୍ୟନ୍ତ ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ-ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗର ଶିଖରଚଣ୍ଡୀ ପୀଠ ବନ୍ଦ ରଖିଲା-ମନ୍ଦିରମୁଖ୍ୟ ଫାଟକରେ ତାଲା ପକାଇଲା…

ଓଡ଼ିଶା ଗସ୍ତରେ ଜ୍ଞାନେଶ କୁମାର

ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି ECIଶନିବାର ଓଡ଼ିଶା ଆସୁଛନ୍ତି ଭାରତୀୟ ନିର୍ବାଚନ କମିଶନର I୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜ୍ଞାନେଶ କୁମାରପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ Iପରେ କୋଣାର୍କର ସୂର୍ଯ୍ୟମନ୍ଦିର ଯିବେ ECI I୨୮ରେ ରଘୁରାଜପୁର, ଧଉଳି,…

ଭିଜିଲାନ୍ସ ଜାଲରେ ସେମିଳିଗୁଡ଼ା ଫରେଷ୍ଟର

ଭିଜିଲାନ୍ସ ଜାଲରେ ସେମିଳିଗୁଡ଼ା ଫରେଷ୍ଟରଭୁବନେଶ୍ୱର : କୋରାପୁଟ ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ଘରୁ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ I ଫରେଷ୍ଟରଙ୍କର ୨କୋଠା ୭ପ୍ଲଟ୍‌ କେଜିଏ ସୁନା ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ୨ଟି ବହୁତଳ କୋଠା ସହିତ ଜଗତସିଂହପୁର…

ବିଜେଡି ଭାଙ୍ଗିଯିବ ବୋଲି ଅପପ୍ରଚାରକୁ ନବୀନଙ୍କ କାଉଣ୍ଟର

ଭୁବନେଶ୍ୱର :ବିଜେଡି ଭାଙ୍ଗିଯିବ ବୋଲି ଅପପ୍ରଚାରକୁ ନବୀନଙ୍କ କାଉଣ୍ଟରବିଜେଡି ଭାଙ୍ଗିଯିବ ବୋଲି ବିରୋଧୀ ଅପପ୍ରଚାର କରୁଛନ୍ତି । କିନ୍ତୁ ବିଜେଡି ଭାଙ୍ଗିବନି । ବିଜେଡି ଅଛି, ଥିଲା ଓ ଭବିଷ୍ୟତରେ ରହିବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

ବଢ଼ିଲା SOG ଯବାନଙ୍କ ରିସ୍କ ଭତ୍ତା

ଭୁବନେଶ୍ୱର : ବଢ଼ିଲା SOG ଯବାନଙ୍କ ରିସ୍କ ଭତ୍ତାSOG ଯବାନ ଓ କର୍ମଚାରୀଙ୍କ ରିସ୍କ ଆଲାଉନ୍ସ ଚଳିତ ମାସରୁ ବୃଦ୍ଧି I ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର Iସେହିପରି ହାବିଲଦାର: ₹20,000, କନଷ୍ଟେବଲ୍ / ସିପାହୀ:…

ଦାୟିତ୍ୱ ନେବା ପୁର୍ବରୁ ଜଗନ୍ନାଥଙ୍କୁ ଦର୍ଶନ କଲେ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କଲେ ଅନୁ ଗର୍ଗ I ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବା ପୂର୍ବରୁ ଦର୍ଶନ କଲେ Iନୂଆବର୍ଷଲାଗି ପୁରୀରେ ପ୍ରସ୍ତୁତିର ସମୀକ୍ଷା କଲେ I ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ…