Category: Odisha News

ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ପ୍ରଥମ ମହିଳା ଆଇଏଏସ୍ଅନୁ ଗର୍ଗ ହେଲେ ମୁଖ୍ୟ ଶାସନ ସଚିବ । ୧୯୯୧ ବ୍ୟାଚର ମହିଳା ଆଇଏଏସ ଅନୁ ଗର୍ଗଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ…

ଚାଲିଛି ଖାଦ୍ୟ ମହୋତ୍ସବ

ଭୁବନେଶ୍ୱର : ଆରମ୍ଭ ହେଲା ଓଡ଼ିଶା ଖାଦ୍ୟ ମହୋତ୍ସବ ୨୦୨୫ । ଇଡକୋ ପ୍ରଦଶନି ପଡିଆରେ ୨୩ ଡିସେମ୍ବର ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଏହି ମହୋତ୍ସବ। ଏଠାରେ ଆମିଷ ,ନିରାମିଷ,ବିଭିନ ପ୍ରକାର ପିଠା ପଣI, ବିଲୁପ୍ତ ହୋଇଯାଉଥିବI…

ଆଜିଠୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।୧୧ଦିନ ଧରି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାମହାରାଜ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚଆଜି ସଂଧ୍ୟାରେ ଉଦଘାଟନ ସମାରୋହଅଧିକ ସଂଖ୍ୟକ ଦର୍ଶକ ସୁବିଧାରେ ଧନୁଯାତ୍ରାକୁ ଉପଭୋଗ କରିପାରିବେ, ତାହାର…

ରୋଗୀ ସେବାରେ ନୂଆ ଆମ୍ବୁଲାନ୍ସ ସାମିଲ

ଭୁବନେଶ୍ୱର : ରୋଗୀ ସେବାରେ ନୂଆ ଆମ୍ବୁଲାନ୍ସ ସାମିଲ I ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ Iରାଜ୍ୟବାସୀଙ୍କ ସେବାରେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ I ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ ଆମ୍ୱୁଲାନ୍ସ ଗଡ଼ିବାର ଯୋଜନା ଅଛି I ପ୍ରଥମ…

ଜମାକାରୀଙ୍କ ପାଇଁ ଖୁସି ଖବର, ଫେରିପାଇବେ ଟଙ୍କା

ଭୁବନେଶ୍ୱର: ଚିଟଫଣ୍ଡ୍ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ରାଜ୍ୟ ସରକାରଙ୍କ ତତ୍ପରତା । ଏହାର ସୁଯୋଗ ନେବାକୁ ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଅନୁରୋଧ କରିଛି ଅର୍ଥ ବିଭାଗ । ଆସନ୍ତା ୨୦୨୬ ଜାନୁଆରୀ ୩୧ ତାରିଖ ଯାଏଁ ଟଙ୍କା ଫେରସ୍ତ…

67,000 କୋଟି ନିବେଶ 56,000 ସମ୍ଭାବ୍ୟ ନିଯୁକ୍ତି

ଭୁବନେଶ୍ୱର: ହାଇଦ୍ରାବାଦରେ ହୋଇଥିବା 2 ଦିନିଆ ନିବେଶକଙ୍କ ସମ୍ମିଳନୀରେ ଓଡ଼ିଶାକୁ ମିଳିଥିବା କିଛି ପ୍ରମୁଖ ନିବେଶ ପ୍ରସ୍ତାବ ▪️ ଶ୍ରୀଟେକ୍ ଡାଟା ଲିମିଟେଡ୍ – ଭାରତର ପୂର୍ବ ଉପକୂଳରେ ପ୍ରଥମେ ଏକ ଅଣ୍ଡରୱାଟର କେବୁଲ ଲ୍ୟାଣ୍ଡିଂ ସିଷ୍ଟମ ଏବଂ ହାଇପରସ୍କେଲ ଡାଟା…

ପୁନର୍ବିଚାର ପାଇଁ ବିଜେଡିର ନିବେଦନ

ଭୁବନେଶ୍ୱର : ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ପୁନର୍ବିଚାର ପାଇଁ ବିଜେଡିର ନିବେଦନବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ; ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡିବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତିପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ,ଉପମୁଖ୍ୟ ସଚେତକଙ୍କ ସୂଚନା‘ଆମେ ସେ…

ଆସୁଛି ନିବେଶ ବଢ଼ିବ ନିଯୁକ୍ତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦଠାରେ ଅନୁଷ୍ଠିତ ‘ଓଡ଼ିଶା ନିବେଶକ ସମ୍ମିଳନୀ’ରେ ଯୋଗ ଦେବIଅବସରରେ ବହୁ କମ୍ପାନୀମାନଙ୍କ ସହ ଭେଟି ସେମାନଙ୍କ ମତାମତ ନେଇଥିଲେ । ସମ୍ମିଳନୀର ପ୍ରଥମ ଦିବସରେ ଉଦ୍ୟୋଗୀମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସକରାତ୍ମକ ଆଲୋଚନା, ରାଜ୍ୟ ପାଇଁ ବିପୁଳ ନିବେଶ…