Category: Sports

ଜଗା ଦର୍ଶନ ପାଇଁ ପୁରୀ ଗଲେ ଅଧିନାୟକ |

ପୁରୀରେ ଟିମ୍‌ ଇଣ୍ଡିଆର_୪ଖେଳାଳିପୁରୀରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ଙ୍କ ସହ ୪ ଖେଳାଳିT-20 ମ୍ୟାଚ୍‌ ପୂର୍ବରୁ ଜଗା ଦର୍ଶନ ପାଇଁ ଯାଇଛନ୍ତି ଖେଳାଳିକ୍ୟାପଟେନ୍ ସୂର୍ଯ୍ୟକୁମାରଙ୍କ ସହ ଅଛନ୍ତି ତାଙ୍କ ପତ୍ନୀକୋଚ୍ ଗୌତମ ଗମ୍ଭୀର, ତିଲକ ବର୍ମା, ୱାଶିଂଟନ ସୁନ୍ଦରକଡ଼ା ସୁରକ୍ଷା ମଧ୍ୟରେ…

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ଜାରି ହେଲା ଟ୍ରାଫିକ କଟକଣା।

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ସର୍ବସାଧାରଣ ନିମନ୍ତେ ଜାରି ହେଲା ଟ୍ରାଫିକ କଟକଣା। ବାରବାଟୀ ପାଇଁ ଟ୍ରାଫିକ୍‌ କଟକଣା । ଆସନ୍ତାକାଲି ଦିନ ୧୨ଟାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ କଟକଣା ଲାଗୁ । ମଙ୍ଗଳବାର ସକାଳ ୮ଘଟିକାଠାରୁ ଭିଡ଼ ଭାଙ୍ଗିବା…

ବାରବାଟୀରେ ଅଭ୍ୟାସ କରିବେ ଭାରତ-ଦକ୍ଷିଣ ଆଫ୍ରିକା ଖେଳାଳି |

ବାରବାଟୀରେ ଆଜି ଅଭ୍ୟାସ କରିବେ ଭାରତ-ଦକ୍ଷିଣ ଆଫ୍ରିକା ଖେଳାଳି | ଅପରାହ୍ନ ୧.୩୦ରୁ ୪.୩୦ ଯାଏ ଅଭ୍ୟାସ କରିବ ଟିମ୍ ଇଣ୍ଡିଆ | ଦକ୍ଷିଣ ଆଫ୍ରିକା ଦଳ ସନ୍ଧ୍ୟା ୫.୩୦ରୁ ୮.୩୦ ଯାଏ ଅଭ୍ୟାସ କରିବ | ନେଟ୍‌ ପ୍ରାକ୍ଟିସ ଦେଖିବା…

ବୋପାନ୍ନାଙ୍କ ଅବସର ଘୋଷଣା

ଭାରତୀୟ ଟେନିସ ଜଗତର କିମ୍ବଦନ୍ତୀ ରୋହନ ବୋପାନ୍ନା ଆଜି ଅବସର ଘୋଷଣା କରିଛନ୍ତି। ସେ ପ୍ରତିଯୋଗିତା ମୂଳକ ଟେନିସକୁ ଅଲବିଦା କହିଛନ୍ତି। ବୋପାନ୍ନାଙ୍କ ଅବସର ସହ ଦୀର୍ଘ ୨ ଦଶନ୍ଧି ଧରି ଟେନିସ ସହ ଜଡ଼ିତ ତାଙ୍କ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।…