ବିଜେଡି ଭାଙ୍ଗିଯିବ ବୋଲି ଅପପ୍ରଚାରକୁ ନବୀନଙ୍କ କାଉଣ୍ଟର
ଭୁବନେଶ୍ୱର :ବିଜେଡି ଭାଙ୍ଗିଯିବ ବୋଲି ଅପପ୍ରଚାରକୁ ନବୀନଙ୍କ କାଉଣ୍ଟରବିଜେଡି ଭାଙ୍ଗିଯିବ ବୋଲି ବିରୋଧୀ ଅପପ୍ରଚାର କରୁଛନ୍ତି । କିନ୍ତୁ ବିଜେଡି ଭାଙ୍ଗିବନି । ବିଜେଡି ଅଛି, ଥିଲା ଓ ଭବିଷ୍ୟତରେ ରହିବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…






