Month: February 2026

ଭାରତ ଆମେରିକା ଚୁକ୍ତିରୁ ଓଡ଼ିଶାକୁ ଫାଇଦା

ଭୁବନେଶ୍ୱର :ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ଫାଇଦା ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି I ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଦେବ ଏକ ନୂଆ ପରିଚୟ I ଶୁଳ୍କ ହ୍ରାସ ଯୋଗୁଁ ଆମେରିକା ବଜାରରେ…

ବସ୍ ଭିତରେ ପାଇବେ ତାରକା ହୋଟେଲର ମଜା

ଭୁବନେଶ୍ୱର: ବସ୍ ଭିତରେ ପାଇବେ ହୋଟେଲର ମଜା ବେଡରୁମ୍, ଟଏଲେଟ୍ ,କ୍ୱିଚେନର ସୁବିଧା I ଓଡ଼ିଶାରେ କାରାଭାନର ମଜା ଉଠାଇ ପାରିବେ ପର୍ଯ୍ୟଟକ। ଓଡ଼ିଶାରେ ଆରମ୍ଭ ହୋଇଛି ଅତ୍ୟାଧୁନିକ କାରାଭାନ ଟୁରିଷ୍ଟ ସେବା ବ୍ୟବସ୍ଥା। ବସ ଭିତରେ ତାରକା ହୋଟେଲର ମଜା…

ସାତକୋଶିଆରେ ୧୦୦ କୋଟିର ଇକୋ ଟୁରିଜିମ୍ ହବ୍

ଭୁବନେଶ୍ୱର: ସାତକୋଶିଆ ଅଭୟାରଣ୍ୟରେ ହେବ ବିଶ୍ୱସ୍ତରୀୟ ଇକୋ ଟୁରିଜିମ୍ ହବ୍ I ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଅତ୍ୟାଧୁନିକ ଭିତ୍ତିଭୂମି I ୯୯ କୋଟି ୭୫ ଲକ୍ଷର ସବିଶେଷ ପ୍ରକଳ୍ପ ରିପୋର୍ଟ – DPRକୁ ଅନୁମୋଦନ ମିଳିଛି…

ହ୍ବାଟ୍‌ସ ଆପ୍‌ରେ ମିଳିବ ରାଜସ୍ୱ ସେବା

ଭୁବନେଶ୍ୱର : ଏଣିକି ହ୍ବାଟ୍‌ସ ଆପ୍‌ରେ ମିଳିବ ରାଜସ୍ୱ ସେବା I ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା ଦେଇଛନ୍ତି I ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ I ଜମିଜମା ବାବଦର ସମସ୍ତ ଅଭିଯୋଗ ଓ ଆବେଦନ…

ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା

ଭୁବନେଶ୍ୱର : ଘୋଷଣା ହେଲା ମଣିପୁରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ I ୟୁମନାମ ଖେମଚନ୍ଦ ସିଂ ହେବେ ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ I ରାଜ୍ୟରେ ଫେବ୍ରୁଆରୀ ୧୨ରେ ରାଷ୍ଟ୍ରପତି ଶାସନକୁ ବର୍ଷେ ପୂରଣ ହେବ I ୟୁମନାମ ଖେମଚନ୍ଦ ସିଂ ନୂଆ…

ଢେଙ୍କାନାଳରେ ହେବ ବେଦାନ୍ତ ଆଲୁମିନିୟମ ପ୍ଲାଣ୍ଟ

ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଢେଙ୍କାନାଳରେ ଏହାର ମେଗା ଆଲୁମିନିୟମ ସ୍ମେଲ୍ଟର ପ୍ଲାଣ୍ଟ ପାଇଁ 1,447+ ଏକର ଜମି ଆବଣ୍ଟନ ପାଇଛି। ବେଦାନ୍ତ ଓଡ଼ିଶାର ଢେଙ୍କାନାଳରେ ୧.୨୮ ଲକ୍ଷ କୋଟି ଟଙ୍କା ନିବେଶରେ ୪,୯୦୦ ମେଗାୱାଟ କ୍ଷମତା ବିଶିଷ୍ଟ କ୍ୟାପ୍ଟିଭ୍ ପାୱାର…

ଲାଗୁ ହେଲା ନୂଆ ଖଣିଜ ନିୟମ

ଭୁବନେଶ୍ୱର: ରାଜ୍ୟରେ ଲାଗୁହେଲା ନୂଆ ଖଣିଜ ନିୟମ I ଏଣିକି ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥରଖଣି ଲିଜ୍‌ I କାର୍ଟେଲାଇଜେସନ୍ ରୋକିବାକୁ ଇ-ଲଟେରୀ ବ୍ୟବସ୍ଥା କରାଯାଇଛି I ଏ ଯୋଜନାର ଲାଭ ନେବାକୁ ହେଲେ ଏମଏସଟିସି ପୋର୍ଟାଲରେ…

ସନତକୁମାର ହେଲେ ନନ୍ଦନକାନନ ନିର୍ଦ୍ଦେଶକ

ଭୁବନେଶ୍ୱର :IFS ସନତ କୁମାର ଏନ୍ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନୂଆ ନିର୍ଦ୍ଦେଶକ ହେଲେ I ପୂର୍ବରୁ ଉପନିର୍ଦ୍ଦେଶକ ଦାୟିତ୍ବରେ ଥିଲେ ସନତ କୁମାର ଏନ୍ I ନିର୍ଦ୍ଦେଶକ ଥିବା ମନୋଜ ଭି. ନାୟରଙ୍କୁ SPCB ମେମ୍ବର ସେକ୍ରେଟାରୀ ଦାୟିତ୍ବ ଦିଆଯାଇଛି…

କନ୍ୟା ବିବାହ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗଞ୍ଜାମ ଗସ୍ତ ସମୟରେ ମା`ତାରାତାରିଣୀ ପୀଠରେ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମରେ ସାମିଲ ହେବେ I ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ଜଣ ଦମ୍ପତିଙ୍କ ସାମୂହିକ ବିବାହରେ ଯୋଗଦେବେ I ମୁଖ୍ୟମନ୍ତ୍ରୀ ଦମ୍ପତିଙ୍କୁ…

ଯାଜପୁର ଓ ବାଲେଶ୍ୱର ଯିବେ ରାଷ୍ଟ୍ରପତି

ଭୁବନେଶ୍ୱର; ଆଜି ଯାଜପୁର ଓ ବାଲେଶ୍ୱର ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‌I ଲୋକଭବନରୁ ବାହାରି ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଥମେ ଯାଜପୁର ଯିବେ I ନୂଆ ପ୍ରଶାସନିକ ଭବନ ଗ୍ରାଉଣ୍ଡ ହେଲିପ୍ୟାଡ୍‌ରେ ଅବତରଣ କାର୍ଯ୍ୟକ୍ରମ ରହିଛି I ମା’…