Tag: utkaltv24x

ନୂଆ ରୂପ ପାଇବ ଚିଲିକା

ଭୁବନେଶ୍ୱର: ନୂଆରୂପ ପାଇବ ଚିଲିକା। ଚିଲିକାର ଚତୁଃପାଶ୍ୱକୁ ଡେଭଲପମେଣ୍ଟ କରାଯିବ। ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ କରାଯିବ ଚିଲିକାକୁ। ଚିଲିକା ପାଇଁ ୧୫୦୦ରୁ ୨ହଜାର କୋଟିର DPR ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଚ଼ିଲିକା ଉନ୍ନୟନ କର୍ତ୍ତୃପକ୍ଷ…

ପୁଣି ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା

ଭୁବନେଶ୍ୱର: ବାଂଲାଦେଶର ଜଣେ ହିନ୍ଦୁ ବ୍ୟବସାୟୀ ଶରିୟତପୁର ଜିଲ୍ଲାରେ ଅଜ୍ଞାତ ଆକ୍ରମଣକାରୀଙ୍କ ନିର୍ମମ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି I ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟବସାୟୀ ଖୋକନ ଦାସଙ୍କୁ ହତ୍ୟା କରାଯାଇଛି I ତାଙ୍କୁ ଗତ ୧ ତାରିଖରେ ଛୁରି ଭୁସି…

ପ୍ରଦୂଷଣ ରେକର୍ଡ ଭାଙ୍ଗିଲା ଓଡ଼ିଶା

ଭୁବନେଶ୍ୱର: ଦେଶରେ ପ୍ରଦୂଷଣ ରେକର୍ଡ ଭାଙ୍ଗିଲା ଓଡ଼ିଶା। ତାଳଚେର ଓ ଅନୁଗୋଳ ଦେଶର ସବୁଠୁ ପ୍ରଦୂଷିତ ସହର ପାଲଟିଛି। AQI ଅତିଖରାପ ସ୍ତରରେ ଥିବା ଦେଶର ୬ ସହର ମଧ୍ୟରେ ଓଡ଼ିଶାର ୪ ସହର ରହିଛି। ୩୫୫ AQI ସହ ତାଳଚେର…

ସ୍ମାର୍ଟ ମିଟର ଲଗାଇବେ ରାଜ୍ୟ ସରକାର

ଭୁବନେଶ୍ୱର: କ୍ୟାବିନେଟରେ ବୈଠକ ପରେ ଶକ୍ତି ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି I ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି I ୨କିଲୋୱାଟ ଯାଏଁ ଥିବା ୮.୭୫ ଲକ୍ଷ ମିଟରକୁ ବଦଳାଇ ଲଗାଯିବ ନୂଆ ସ୍ମାର୍ଟ…

୨୫ରୁ ଖଣ୍ଡଗିରି ମାଘ ମେଳା

ଭୁବନେଶ୍ୱର :ଜାନୁଆରୀ ୨୫ ଅନୁଷ୍ଠିତ ହେବ ପ୍ରସିଦ୍ଧ ମାଘମେଳା ସେଥିଲାଗି ବିଏମସି ପକ୍ଷରୁ ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା Iମେଲାକୁ ଠିକ୍ ଭାଗେ ଆୟୋଜନ କରିବା ଲାଗି କର୍ପୋରେଟର, ଷ୍ଟାଣ୍ଡିଂ କମିଟି, ଯାତ୍ରା କମିଟି, ବିଦ୍ୟୁତ ବିଭାଗ, ପୋଲିସର ସହିତବସିଥିଲା I…

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର : ଏଥର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ବସ ସେବା ଅନ୍ତର୍ଗତ ବସ୍ ଭଡ଼ାରେ ବଡ଼ ରିହାତି ପାଇପାରିବେ I ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଯାତ୍ରା ପାଇଁ କୌଣସି ଖଚ୍ଚ’ କରିବାକୁ ପଡିବ ନାହିଁ I ସେହିପରି କଲେଜ ଛାତ୍ରଛାତ୍ରୀମାନେ…

କାଲି ଦେଖାଯିବ ସୁପରମୁନ୍‌

ଭୁବନେଶ୍ୱର : କାଲି ଚଳିତବର୍ଷର ପ୍ରଥମସୁପରମୁନ୍‌’ ଦେଖିବାକୁ ମିଳିବ I ମହାକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ପୌଷ ପୂର୍ଣ୍ଣମୀର ପ୍ରଥମ ସୁପରମୁନ'ଭାବରେ ଦେଖାଯିବ Iକାଲି ଚନ୍ଦ୍ର ପ୍ରାୟ ୩ଲକ୍ଷ ୬୨ହଜାର କିମି ନିକଟରେ ରହିବ ।୨୦୨୬ ମସିହାର ଦ୍ବିତୀୟସୁପରମୁନ’…

ନନ୍ଦନକାନନ ରେକର୍ଡ ଭାଙ୍ଗିଲା

ଭୁବନେଶ୍ୱର : ୨୦୨୫ରେ ନନ୍ଦନକାନନରେ ରେକର୍ଡ ଭାଙ୍ଗିଲା Iଓଡ଼ିଶାର ଏକମାତ୍ର ପ୍ରାଣୀ ଉଦ୍ୟାନ ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ ଓ ୨୩ କୋଟିର ରାଜସ୍ୱ ଆଦାୟ ହୋଇଛି I ବିଗତ ବର୍ଷ ମାନଙ୍କ ଅପେକ୍ଷା ବିଦାୟୀ ବର୍ଷରେ ୨୦୨୫ରେ ନନ୍ଦନକାନନକୁ ରେକର୍ଡ…

ପୁଣି ଦୁଲୁକିବ କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍ ଫେରିଛି! ପୁଣି କଳିଙ୍ଗ ଷ୍ଟାଡିୟମରେ ଦର୍ଶକ ହକି ମଜା ନେବI ସହ ଷ୍ଟାଡିୟମ ଲାଇଟ ସାଉଣ୍ଡ ମ୍ୟୁଜିକରେ ଝଲସିବ Iରାଜ୍ୟ ତଥା ରାଜ୍ୟବାହାରୁ ଅନେକ ଦର୍ଶକ ,ଖେଲପ୍ରେମୀ ,ପ୍ରସଶକ, ଖେଳାଳୀ ମାନଙ୍କ କରତାଳିରେ ଝୁମିବ କଳିଙ୍ଗ…

ପୁରୀ ହେବ ମଡେଲ ସିଟି

ଭୁବନେଶ୍ୱର : ଖୁବ୍ ଶୀଘ୍ର ହେବ ପୁରୀ ଜିଲ୍ଲା ମଡେଲ ସିଟି I ଆସନ୍ତା ୫ ତାରିଖରେ ହେବାକୁ ଥିବା PKDA ସହ ବୈଠକରେ ପୁରୀ ଜିଲ୍ଲାକୁ ମଡେଲ ସିଟି ଭାବେ ବିକଶିତ କରାଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି…