Category: Odisha Politics

ଦାୟିତ୍ୱ ନେବା ପୁର୍ବରୁ ଜଗନ୍ନାଥଙ୍କୁ ଦର୍ଶନ କଲେ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କଲେ ଅନୁ ଗର୍ଗ I ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବା ପୂର୍ବରୁ ଦର୍ଶନ କଲେ Iନୂଆବର୍ଷଲାଗି ପୁରୀରେ ପ୍ରସ୍ତୁତିର ସମୀକ୍ଷା କଲେ I ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ…

ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ପ୍ରଥମ ମହିଳା ଆଇଏଏସ୍ଅନୁ ଗର୍ଗ ହେଲେ ମୁଖ୍ୟ ଶାସନ ସଚିବ । ୧୯୯୧ ବ୍ୟାଚର ମହିଳା ଆଇଏଏସ ଅନୁ ଗର୍ଗଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ…

ପୁନର୍ବିଚାର ପାଇଁ ବିଜେଡିର ନିବେଦନ

ଭୁବନେଶ୍ୱର : ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ପୁନର୍ବିଚାର ପାଇଁ ବିଜେଡିର ନିବେଦନବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ; ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡିବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତିପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ,ଉପମୁଖ୍ୟ ସଚେତକଙ୍କ ସୂଚନା‘ଆମେ ସେ…

ବଢିବନି ବିଧାୟକଙ୍କ ଦରମା !

ଭୁବନେଶ୍ବର – ବିଧାନସଭାରେ ବିଧାୟକଙ୍କ ଦରମା ବିଲ୍ ପାରିତ ହେବା ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ବିଧାୟକଙ୍କ ଦରମା ତିନିଗୁଣା ବୃଦ୍ଦିକୁ କେହି ସହଜରେ ଗ୍ରହଣ କରିପାରି ନ ଥିଲେ । ଗରିବ ରାଜ୍ୟରେ ଧନୀ ବିଧାୟକ…

ବିକ୍ରମଙ୍କୁ ମିଳିଲାନି ବେଲ୍

ଗଞ୍ଜାମ :ବିକ୍ରମଙ୍କୁ ମିଳିଲାନି ବେଲ୍ | ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର…

କଂଗ୍ରେସରୁ ବହିଷ୍କୃତ ହେଲେ ମୋକିମ

ଭୁବନେଶ୍ବର : ରାଜ୍ୟରେ କଂଗ୍ରେସକୁ ସୁଧାରିବା ପାଇଁ ଚେଷ୍ଟା କରି ଶେଷରୁ ଦଳରୁ ବହିଷ୍କୃତ ହୋଇଛନ୍ତି ପୂର୍ବତନ ବିଧାୟକ ତଥା ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ । ରାଜ୍ୟରେ କଂଗ୍ରେସର ଦିଶାହୀନ ନେତୃତ୍ବ ଏବଂ ରାଷ୍ଟ୍ରୀୟସ୍ତରରେ ଖାଡଗେଙ୍କ ଭଳି ଜଣେ…

କନ୍ୟା ବିବାହ ପାଇଁ ସରକାର ଦେବେ ୫୧ହଜାର |

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଗାଇଡ୍‌ଲାଇନ୍ ଝିଅ ବୟସ ୧୮ରୁ ୩୫ ବର୍ଷ, ପୁଅ ବୟସ ୨୧ରୁ ୩୫ ବର୍ଷ ହୋଇଥିବ |ବିବାହ ପାଇଁ ପ୍ରତ୍ୟେକ କନ୍ୟାଙ୍କୁ ମିଳିବ ୫୧ ହଜାର ଟଙ୍କାର ସହାୟତା ରାଶି | ସୁଭଦ୍ରା ଯୋଜନା…

Matric exam year 25-26

ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ପକ୍ଷରୁ ଜାରି କରାଗଲା ପରୀକ୍ଷାସୂଚୀ ଫେବୃଆରୀ 19ରୁ ଆରମ୍ଭ ହେବ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା । 19ରୁ ଆରମ୍ଭ ହୋଇ ମାର୍ଚ୍ଚ 3ରେ ସରିବ ପରୀକ୍ଷା । ସକାଳ 9ଟାରୁ 11.30 ପର୍ଯ୍ୟନ୍ତ ଚାଲିବ…