Tag: utkaltv24x

ଆଜିଠୁଁ ଆରମ୍ଭ ହେଲା ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ୱର : ରାଜଧାନରେ ଥିବା ଏକାମ୍ର କାନନରେ ବାର୍ଷିକ ଫୁଲ ପ୍ରଦର୍ଶନୀ 2026 ଜାନୁଆରୀ 9 ରୁ ଆରମ୍ଭ ହୋଇଛି I ଏହି ବର୍ଷ ବାର୍ଷିକ ଫୁଲ ପ୍ରଦର୍ଶନୀ 2026 ଜାନୁଆରୀ 9 ରୁ ଜାନୁଆରୀ 11 ମଧ୍ୟରେ ଅନୁଷ୍ଠିତ ହେବ।…

ସରକାରୀ ଅଧିକାରୀଙ୍କ ପାଇଁ ସ୍ବଦେଶୀ ଇମେଲ୍‌

ଭୁବନେଶ୍ୱର: ଡିଜିଟାଲ ଗଭର୍ଣ୍ଣାନ୍ସରେ ସୁଧାର ଆଣିଲେ ଓଡ଼ିଶା ସରକାର I ଏଣିକି ସ୍ବଦେଶୀ ଇମେଲ ବ୍ୟବହାର କରିବେ ସରକାରୀ କର୍ମଚାରୀ I ଓକାକ୍‌ ପକ୍ଷରୁ ଏହି ‘ଆଳାପ’ ଆପ୍‌କୁ ଡେଭଲପ୍‌ କରାଯାଇଛି I ଭିଡିଓ କନ୍‌ଫରେନ୍ସିଂ ସହିତ ଇମେଲ ପଠାଇବା ପାଇଁ…

କୋହଳ ହେଲା ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ

ଭୁବନେଶ୍ୱର : ଏପ୍ରିଲ ପହିଲା ଯାଏଁ କୋହଳ ହେଲା ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ । ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ । ଏହାସହ ଟୋଲଗେଟରେ ଇ-ଡିଟେକ୍ସନ କଟୁଥିବା ଜରିମାନାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଅନ୍ୟପକ୍ଷରେ ପ୍ରଦୂଷଣ ପ୍ରମାଣପତ୍ର…

ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା I ଏଥର ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ପାଇବେ ସୁଭଦ୍ରା ଟଙ୍କା I ୧ ଲକ୍ଷ ୭୮ ହଜାର…

ବାହାଘର ବେଳେ ସରକାର ଦେବେ ଶାଢୀ ଚୁଡ଼ି

ଭୁବନେଶ୍ୱର: କନ୍ୟା ବିବାହ ଯୋଜନାରେ ଉପହାର ଦେବେ ରାଜ୍ୟ ସରକାର I ଉତ୍କଳିକା ଓ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟରେ MoU ସ୍ବାକ୍ଷରିତ ହୋଇଛି I ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ MoU ସ୍ବାକ୍ଷରିତ ହୋଇଛି I…

କୋର୍ଟକୁ ବୋମା ଧମକ

ଭୁବନେଶ୍ୱର : ସମ୍ବଲପୁର, କଟକ, ଦେବଗଡ଼ରେ ଜିଲ୍ଲା କୋର୍ଟକୁ ବୋମା ଧମକ I ଇ-ମେଲ୍ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ୍‌ ଆସିଛି I ସମ୍ବଲପୁର ଓ ଦେବଗଡ଼ରେ କୋର୍ଟ ପରିସରରେ ଆଣ୍ଟି ବମ୍ ସ୍କ୍ବାଡ୍ ଦ୍ବାରା ଯାଞ୍ଚ ଚାଲିଛି I ଦେବଗଡ଼…

ଗାଡି ରଖିଲେ ଦେବେ ୫୦୦ ଟଙ୍କା

ଭୁବନେଶ୍ୱର: ବଢ଼ିଲା ପାର୍କିଂ ଫି’ I ପୁରୀରେ ଥିବା ଭକ୍ତନିବାସର ପାର୍କିଂ ଫି ବଢ଼ିଲା । ଭକ୍ତ ନିବାସରେ ୪ ଚକିଆ ଗାଡ଼ିର ପାର୍କିଂ ଫି ହେଲା ୫୦୦ ଟଙ୍କା । ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ଭକ୍ତନିବାସର ପାର୍କିଂ…

ଏପ୍ରିଲରୁ ଓଡ଼ିଶାରେ ଜନଗଣନା

ଭୁବନେଶ୍ୱର : ଜନଗଣନା ନେଇ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ I ଜିଲ୍ଲାପାଳଙ୍କ ସହ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ I ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା I ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ପରେ…

ଶିମିଳିପାଳରେ ତାପମାତ୍ରା ଶୂନ

ଭୁବନେଶ୍ୱର :ବାରିପଦାର ଶିମିଳିପାଳରେ ତାପମାତ୍ରା ‘ଶୂନ’ ରେକର୍ଡ I ଉପରବାରକାମୁଡ଼ାରେ ‘ଶୂନ’ ତାପମାତ୍ରା ନେଇ ଆର୍‌ସିସିଏଫ୍‌ ସୂଚନା ଦେଇଛନ୍ତି I ଚହଲାରେ ୨, ବରେଇପାଣି ଓ ଗୁଡୁଗୁଡ଼ିଆରେ ୫ ଡିଗ୍ରୀ ତାପମାତ୍ରା ରହିଛି I ଥଣ୍ଡା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି…

ବାଂଲାଦେଶ କ୍ରିକେଟ ବୋର୍ଡକୁ ବଡ଼ ଝଟକା

ଭୁବନେଶ୍ୱର : ବାଂଲାଦେଶ କ୍ରିକେଟ ବୋର୍ଡକୁ ବଡ଼ ଝଟକା ଲାଗିଛି I ଭାରତରୁ ତାର ଟି-ଟ୍ୱେଣ୍ଟି ବିଶ୍ୱକପ ମ୍ୟାଚ ସ୍ଥାନାନ୍ତର କରିବାକୁ ଆଇସିସି ନିକଟରେ କରିଥିବା ଲିଖିତ ଦାବି ଖାରଜ ହୋଇଛି । ବିସିବି ଅନୁରୋଧ ଉପରେ ବଡ଼ ନିଷ୍ପତ୍ତି ଶୁଣାଛନ୍ତି…