ନୂଆପଡ଼ାରେ ନବୀନ , ମୋହନ ମୁହାଁମୁହିଁ…

ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଥମ ଥର କ୍ୟାମ୍ପେନ୍ ପରେ ଏବେ ଦ୍ବିତୀୟ ଏବଂ ତୃତୀୟ ଦଫାରେ ଗ୍ରାଉଣ୍ଡ ଯିବାକୁ ଯୋଜନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଉ ଏପଟେ ପ୍ରଚାରରେ ପଛରେ ନପଡ଼ିବାକୁ ସବୁ କଳ ବଳ ଲଗାଇଥିଲେ…

ଶହୀଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ ନୀଳକଣ୍ଠପୁରରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗଦେଇ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।ଦେଶମାତୃକାର ସୁରକ୍ଷା ଓ ସ୍ବାଭିମାନ ରକ୍ଷା ପାଇଁ ପ୍ରଜାମଣ୍ଡଳ ଆନ୍ଦୋଳନରେ ବ୍ରତୀ ହୋଇ ମାତ୍ର 12…

ଦାର୍ଜିଲିଂରେ ବର୍ଷା ଯୋଗୁଁ ବ୍ୟାପକ କ୍ଷତି: ଦୁଃଖ ପ୍ରକାଶ କଲେ ପ୍ରଧନମନ୍ତ୍ରୀ

ପଶ୍ଚିମବଙ୍ଗର ଦାର୍ଜିଲିଂରେ ପ୍ରବଳ ବର୍ଷା ସହିତ ଭୂସ୍ଖଳନ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ହଠାତ୍ ମୂଷଳଧାରା ବର୍ଷା ହେବାରୁ ସହରର ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଘଟି ବ୍ୟାପକ ହାନି ହୋଇଛି। ଅଚାନକ ବନ୍ୟାରେ ଅନେକ ଘର, ପୋଲ ଓ ଚା’ ବଗିଚା…

ଗାଜା ଶାନ୍ତି ଚୁକ୍ତିନାମା: ଟ୍ରମ୍ପଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାଜାରେ ଚାଲିଥିବା ଶାନ୍ତି ପ୍ରୟାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱକୁ ସମର୍ଥନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ଲେଖିଛନ୍ତି ଯେ ଗାଜାରେ ଶାନ୍ତି ପ୍ରକ୍ରିୟା ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ଅଛି। ଏହି ପରିପ୍ରେକ୍ଷୀରେ ଆମେ ଗାଜାରେ…

ଲାଞ୍ଚ ନେବାବେଳେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର ଟିପିସିଓଡିଏଲ୍ ସର୍କଲ୍-୧ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ନିର୍ବାହୀଯନ୍ତ୍ରୀଙ୍କର ବହୁତ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସଞ୍ଚୟ ଆକାଉଣ୍ଟ ଥିବା ଜଣାପଡ଼ିଛି । ସମସ୍ତ ଜମାରାଶିକୁ ମିଶାଇ ମୋଟ ୧…

ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି ଆଉ କୋଇଲା : ମୁଖ୍ୟମନ୍ତ୍ରୀ

ଅଳିଆରୁ ଏବେ ଏନର୍ଜି ଓ କୋଇଲା ପ୍ରସ୍ତୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ପୁରୁଣା ଭୁବନେଶ୍ୱରରେ ବିଏମସି ଆୟୋଜିତ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ଗୃହ ଓ ନଗର ଉନ୍ନୟନ…

ନିଲମ୍ବନ ପରେ ପୁଣି ବିଜେଡ଼ିକୁ ପ୍ରଶ୍ନ କଲେ ଶ୍ରୀମୟୀ

ବିଜେଡିରୁ ନିଲମ୍ବିତ ହେବାପରେ ପୁଣି ବିଜେଡିକୁ ଟାର୍ଗେଟ୍‌ କଲେ ଶ୍ରୀମୟୀ ମିଶ୍ର । ଫେସ୍‌ବୁକ୍‌ରେ ପୋଷ୍ଟ କରି କହିଲେ,”ଯେତେବେଳେ ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ୍ ଦେଉ, ଆମେ ଏକ ଭୋଟର ଆଇଡି ଏବଂ ଏକ ଏପିକ୍ ନମ୍ବର ଆବଶ୍ୟକ କରୁ…