Tag: odia

ପୁରୀ ହେବ ମଡେଲ ସିଟି

ଭୁବନେଶ୍ୱର : ଖୁବ୍ ଶୀଘ୍ର ହେବ ପୁରୀ ଜିଲ୍ଲା ମଡେଲ ସିଟି I ଆସନ୍ତା ୫ ତାରିଖରେ ହେବାକୁ ଥିବା PKDA ସହ ବୈଠକରେ ପୁରୀ ଜିଲ୍ଲାକୁ ମଡେଲ ସିଟି ଭାବେ ବିକଶିତ କରାଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଲୋକଙ୍କ କାମ କର

ଭୁବନେଶ୍ବର: ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୧୫ଟି ନିର୍ଦେଶନାମା ଜାରି କରିଛନ୍ତି I ଶାସନକୁ ଅଧିକ କ୍ରିଯାଶୀଳ କରିବା ପାଇଁ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ଏବଂ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀକୁ ୨ ବର୍ଷରେ ପୂରଣ କରିବା ପାଇଁ…

ବଢିବ ସିଗାରେଟ ଦର

ଫେବୃଆରୀ ୧ ରୁ ସରକାର ନୂତନ ଉତ୍ପାଦ ଶୁଳ୍କ ଘୋଷଣା କରିବା ସହିତ ତମାଖୁ, ପାନ ମସଲା ମହଙ୍ଗା ହେବ I କେନ୍ଦ୍ର ସରକାର ଫେବୃଆରୀ ୧ ରୁ ତମାଖୁ ଉତ୍ପାଦ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ ହେବ ବୋଲି…

ପରେଡରେ ଯୋଗ ଦେବେ ପଶୁ ପକ୍ଷୀ

ଭୁବନେଶ୍ୱର: ଗଣତନ୍ତ୍ର ଦିବସ 2026 ପରେଡରେ ଏଥରକ ପଶୁ ଦଳ ଯୋଗ ଦେଉଛି I ଭାରତୀୟ ସେନା ଗଣତନ୍ତ୍ର ଦିବସ 2026 ପରେଡରେ ପଶୁ ଦଳକୁ ଡେବ୍ୟୁ କରିଛି I ପ୍ରଥମ ଥର ପାଇଁ, ଭାରତୀୟ ସେନାର ରିମାଉଣ୍ଟ ଏବଂ ପଶୁଚିକିତ୍ସା…

ଆଜି ଦାୟିତ୍ଵ ନେବେ ଅନୁ ଗର୍ଗ

ଭୁବନେଶ୍ୱର : ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଦାୟିତ୍ଵ ନେବେ ଅନୁ ଗର୍ଗ Iଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ l ୧୯୯୧ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ଅନୁ ଗର୍ଗ l୨୦୨୯ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ…

ସୋସିଆଲ ମିଡିଆ ଉପରେ ସରକାରଙ୍କ କଟକଣା

ଭୁବନେଶ୍ୱର :ସୋସିଆଲ ମିଡିଆ ଉପରେ ଲାଗିଲା ଅଙ୍କୁଶ I ଯଦି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଅଶ୍ଳୀଳ ,ସମାଜ ଉପରେ କୁପ୍ରଭାବ ପକାଉଥିବା ଘଟଣାକୁ ପରିବେଷଣ କରୁଥିବ ,ଶିଶୁ ପ୍ରେମୀ ଏବଂ ଅନ୍ୟାନ୍ୟ ବେଆଇନ ବିଷୟବସ୍ତୁ ଉପରେ ରୋକ ​​ଲଗାଇବାରେ ବିଫଳ ହୁଅନ୍ତି,…

୧୦ ସମସ୍ୟା ଦୂର କରିବ ଅଦା

ଅଦା ଏକ ମସଲା ନୁହେଁ ଏହା ଏକ ପ୍ରାକୃତିକ ଔଷଧ ଭାବରେ କାମ କରେ। ଏହାକୁ ଆୟୁର୍ବେଦରେ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ, ଖାଦ୍ୟ ବ୍ୟତୀତ ଏହାକୁ ଘରୋଇ ଉପଚାରରେ ମଧ୍ୟ ବ୍ୟବହାର କରାଯାଏ। ଏହା ଆପଣଙ୍କ ହୃଦୟ ପାଇଁ…

ମାଷ୍ଟରପ୍ଲାନ : ରାଜ୍ୟସଭା ଏଣ୍ଟ୍ରି ପରେ ଉତ୍ତରାଧିକାରୀ

ଭୁବନେଶ୍ବର: ବିଜେଡି ମଙ୍ଗ ଧରିବେ ସୁଜାତା କାର୍ତ୍ତିକେୟନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଦଳ ଭିତରେ ଚୂଡାନ୍ତି ହୋଇସାରିଲାଣି । ସୁଜାତାଙ୍କୁ ବିରୋଧ କରୁଥିବା ଏବଂ ବିରୋଧ କରିବା ପାଇଁ ପଛରେ ରହି ଗୋଟି ଚାଳନା କରୁଥିବା ନେତାମାନଙ୍କୁ କୋଣଠେସା କରିବା…

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଭୁବନେଶ୍ୱର : ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ । କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଜିତେନ୍ଦ୍ର ପଣ୍ଡାଙ୍କ ୪ଟି ସ୍ଥାନରେ ଭିଜିଲାନ୍ସ ରେଡ । ଭୁବନେଶ୍ୱର…

ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ I ସେ ୮୦ ବର୍ଷ ବୟସରେ ମଙ୍ଗଳବାର ଭୋର ସମୟରେ ମୃତ୍ୟୁବରଣ କରିଛନ୍ତି I ସେ ପୂର୍ବରୁ ଲିଭର ସିରୋସିସ୍ ଏବଂ ସମ୍ପ୍ରତି ଫୁସଫୁସ ସଂକ୍ରମଣ ଭଳି ଦୀର୍ଘସ୍ଥାୟୀ ରୋଗ ସହିତ ଜଡିତ…