Tag: odia

ଆଜିଠୁଁ ଆରମ୍ଭ ହେଲା ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ୱର : ରାଜଧାନରେ ଥିବା ଏକାମ୍ର କାନନରେ ବାର୍ଷିକ ଫୁଲ ପ୍ରଦର୍ଶନୀ 2026 ଜାନୁଆରୀ 9 ରୁ ଆରମ୍ଭ ହୋଇଛି I ଏହି ବର୍ଷ ବାର୍ଷିକ ଫୁଲ ପ୍ରଦର୍ଶନୀ 2026 ଜାନୁଆରୀ 9 ରୁ ଜାନୁଆରୀ 11 ମଧ୍ୟରେ ଅନୁଷ୍ଠିତ ହେବ।…

ସରକାରୀ ଅଧିକାରୀଙ୍କ ପାଇଁ ସ୍ବଦେଶୀ ଇମେଲ୍‌

ଭୁବନେଶ୍ୱର: ଡିଜିଟାଲ ଗଭର୍ଣ୍ଣାନ୍ସରେ ସୁଧାର ଆଣିଲେ ଓଡ଼ିଶା ସରକାର I ଏଣିକି ସ୍ବଦେଶୀ ଇମେଲ ବ୍ୟବହାର କରିବେ ସରକାରୀ କର୍ମଚାରୀ I ଓକାକ୍‌ ପକ୍ଷରୁ ଏହି ‘ଆଳାପ’ ଆପ୍‌କୁ ଡେଭଲପ୍‌ କରାଯାଇଛି I ଭିଡିଓ କନ୍‌ଫରେନ୍ସିଂ ସହିତ ଇମେଲ ପଠାଇବା ପାଇଁ…

କୋହଳ ହେଲା ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ

ଭୁବନେଶ୍ୱର : ଏପ୍ରିଲ ପହିଲା ଯାଏଁ କୋହଳ ହେଲା ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ । ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ । ଏହାସହ ଟୋଲଗେଟରେ ଇ-ଡିଟେକ୍ସନ କଟୁଥିବା ଜରିମାନାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଅନ୍ୟପକ୍ଷରେ ପ୍ରଦୂଷଣ ପ୍ରମାଣପତ୍ର…

ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା I ଏଥର ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ପାଇବେ ସୁଭଦ୍ରା ଟଙ୍କା I ୧ ଲକ୍ଷ ୭୮ ହଜାର…

ଏପ୍ରିଲରୁ ଓଡ଼ିଶାରେ ଜନଗଣନା

ଭୁବନେଶ୍ୱର : ଜନଗଣନା ନେଇ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ I ଜିଲ୍ଲାପାଳଙ୍କ ସହ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ I ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା I ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ପରେ…

ଶିମିଳିପାଳରେ ତାପମାତ୍ରା ଶୂନ

ଭୁବନେଶ୍ୱର :ବାରିପଦାର ଶିମିଳିପାଳରେ ତାପମାତ୍ରା ‘ଶୂନ’ ରେକର୍ଡ I ଉପରବାରକାମୁଡ଼ାରେ ‘ଶୂନ’ ତାପମାତ୍ରା ନେଇ ଆର୍‌ସିସିଏଫ୍‌ ସୂଚନା ଦେଇଛନ୍ତି I ଚହଲାରେ ୨, ବରେଇପାଣି ଓ ଗୁଡୁଗୁଡ଼ିଆରେ ୫ ଡିଗ୍ରୀ ତାପମାତ୍ରା ରହିଛି I ଥଣ୍ଡା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି…

ଯୌନ ଉତ୍ପୀଡନର ଶୀକାର ହୋଇଥିଲେ ମଡେଲ ଓଡେଲିଆ

ନୂଆଦିଲ୍ଲୀ : ମାଲେସିଆ ରାଜକୁମାର ଟେଙ୍ଗକୁ ଫାକରିଙ୍କ ସହ ତାଙ୍କର ବିବାହ ଅବୈଧ ଓ ବଳପୂର୍ବକ ଥିଲା ବୋଲି କହିଛନ୍ତି ଇଣ୍ଡୋନେସିଆ-ଆମେରିକୀୟ ମଡେଲ୍ ମନୋହାରା ଓଡେଲିଆ । ମାତ୍ର ଷୋହଳ ବର୍ଷ ହୋଇଥିବା ବେଳେ ମାଲେସିଆ ରାଜକୁମାରଙ୍କ ସହ ତାଙ୍କର ବଳପୂର୍ବକ…

ଭାରତ ସହ ମାଦୁରୋଙ୍କ ସଂପର୍କ

ବ୍ୟରୋ :ଆମେରିକାର ଆକ୍ରମଣ ପରେ ଭେନଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋର ଏବେ ଆମେରିକାରେ ବନ୍ଦୀ । ତାଙ୍କୁ ଏବେ ଆମେରିକା ଅଦାଲତରେ ବିଚାରର ସମ୍ମୁଖୀନ ହେବାକୁ ପଡିବ । ତେବେ ମାଦୁରୋ ଓ ତାଙ୍କ…

ସ୍ମାର୍ଟ ମିଟର ଲଗାଇବେ ରାଜ୍ୟ ସରକାର

ଭୁବନେଶ୍ୱର: କ୍ୟାବିନେଟରେ ବୈଠକ ପରେ ଶକ୍ତି ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି I ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି I ୨କିଲୋୱାଟ ଯାଏଁ ଥିବା ୮.୭୫ ଲକ୍ଷ ମିଟରକୁ ବଦଳାଇ ଲଗାଯିବ ନୂଆ ସ୍ମାର୍ଟ…

୨୫ରୁ ଖଣ୍ଡଗିରି ମାଘ ମେଳା

ଭୁବନେଶ୍ୱର :ଜାନୁଆରୀ ୨୫ ଅନୁଷ୍ଠିତ ହେବ ପ୍ରସିଦ୍ଧ ମାଘମେଳା ସେଥିଲାଗି ବିଏମସି ପକ୍ଷରୁ ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା Iମେଲାକୁ ଠିକ୍ ଭାଗେ ଆୟୋଜନ କରିବା ଲାଗି କର୍ପୋରେଟର, ଷ୍ଟାଣ୍ଡିଂ କମିଟି, ଯାତ୍ରା କମିଟି, ବିଦ୍ୟୁତ ବିଭାଗ, ପୋଲିସର ସହିତବସିଥିଲା I…