ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ପ୍ରଥମ ମହିଳା ଆଇଏଏସ୍ଅନୁ ଗର୍ଗ ହେଲେ ମୁଖ୍ୟ ଶାସନ ସଚିବ । ୧୯୯୧ ବ୍ୟାଚର ମହିଳା ଆଇଏଏସ ଅନୁ ଗର୍ଗଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ…
ଆଜିଠୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।୧୧ଦିନ ଧରି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାମହାରାଜ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚଆଜି ସଂଧ୍ୟାରେ ଉଦଘାଟନ ସମାରୋହଅଧିକ ସଂଖ୍ୟକ ଦର୍ଶକ ସୁବିଧାରେ ଧନୁଯାତ୍ରାକୁ ଉପଭୋଗ କରିପାରିବେ, ତାହାର…
ବିନା ଟାୱାରରେ ଆସିବ ନେଟୱାର୍କ !
ଭୁବନେଶ୍ୱର: ଭାରତର ମହାକାଶ ଅଭିଯାନ ଆଉ ଏକ ଐତିହାସିକ ମାଇଲଖୁଣ୍ଟ!ପୁଣି ଇତିହାସ ରଚିଲା ଇସ୍ରୋ‘ବ୍ଲୁ ବର୍ଡ ବ୍ଲକ-୨’ ରକେଟର ସଫଳ ଉତ୍କ୍ଷେପଣ ଶ୍ରୀହରିକୋଟାରୁ ଲଞ୍ଚ ହେଲା ଆମେରିକା ଉପଗ୍ରହ_ ଆମେରିକା ଉପଗ୍ରହ ‘ବ୍ଲୁ ବର୍ଡ ବ୍ଲକ-୨’କୁ ପଠାଇଲା ଇସ୍ରୋ _ସବୁଠାରୁ ଓଜନିଆ…
ଦିଲ୍ଲୀରେ ବାଂଲାଦେଶକୁ ବିରୋଧ
ଭୁବନେଶ୍ୱର: ବାଂଲାଦେଶରେ ହତ୍ୟା କରାଯାଇଥିବା ଦୀପୁଚନ୍ଦ୍ର ଦାସଙ୍କ ପାଇଁ ନ୍ୟାୟ ଦାବିକରି ହଜାରହଜାର ଲୋକ ଶୋଭାଯାତ୍ରାରେ କରିଥିଲେI ବାଂଲାଦେଶରେ ଦୀପୁ ଚନ୍ଦ୍ରାଙ୍କ ହତ୍ୟା ବିରୋଧରେ ଜାତୀୟ ରାଜଧାନୀରେ ପ୍ରତିବାଦ ଆରମ୍ଭ ହେବା ସହିତ ଢାକାରୁ ଦିଲ୍ଲୀକୁ ଦଙ୍ଗା ଆରମ୍ଭ ହୋଇଛି। ଗତ…
ରୋଗୀ ସେବାରେ ନୂଆ ଆମ୍ବୁଲାନ୍ସ ସାମିଲ
ଭୁବନେଶ୍ୱର : ରୋଗୀ ସେବାରେ ନୂଆ ଆମ୍ବୁଲାନ୍ସ ସାମିଲ I ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ Iରାଜ୍ୟବାସୀଙ୍କ ସେବାରେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ I ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ ଆମ୍ୱୁଲାନ୍ସ ଗଡ଼ିବାର ଯୋଜନା ଅଛି I ପ୍ରଥମ…
ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ଅମରାବତୀ
ଭୁବନେଶ୍ୱର : କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ ଭାବେ ଅମରାବତୀକୁ ଅନୁମୋଦନ ଦେଇଛନ୍ତି। ରାଜଧାନୀ ପ୍ରଶ୍ନ ଉପରେ ବର୍ଷ ବର୍ଷର ଅନିଶ୍ଚିତତାର ଅନ୍ତ ଘଟାଇ ଏକ ଐତିହାସିକ ପଦକ୍ଷେପ। ପ୍ରଶାସନ, କୋର୍ଟ ଏବଂ ଶକ୍ତି କେନ୍ଦ୍ରଗୁଡ଼ିକ ଏବେ ଅମରାବତୀରେ କେନ୍ଦ୍ରୀଭୂତ…
ଜମାକାରୀଙ୍କ ପାଇଁ ଖୁସି ଖବର, ଫେରିପାଇବେ ଟଙ୍କା
ଭୁବନେଶ୍ୱର: ଚିଟଫଣ୍ଡ୍ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ରାଜ୍ୟ ସରକାରଙ୍କ ତତ୍ପରତା । ଏହାର ସୁଯୋଗ ନେବାକୁ ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଅନୁରୋଧ କରିଛି ଅର୍ଥ ବିଭାଗ । ଆସନ୍ତା ୨୦୨୬ ଜାନୁଆରୀ ୩୧ ତାରିଖ ଯାଏଁ ଟଙ୍କା ଫେରସ୍ତ…
ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା; ବଢ଼ିଲା ଟିକେଟ୍ ଦର I
ଭୁବନେଶ୍ୱର :ରେଳବାଇ ୨୬ ଡିସେମ୍ବର, ୨୦୨୫ ଠାରୁ ରେଳବାଇ ପୁଣି ଯାତ୍ରୀ ଭଡ଼ା ବୃଦ୍ଧି କରିଛି । ଡିସେମ୍ବରରୁ ଲାଗୁ ହୋଇଥିବା ଆର୍ଥିକ ବର୍ଷ ୨୬ରେ ରେଳ ମନ୍ତ୍ରଣାଳୟ ଦ୍ୱିତୀୟ ଥର ପାଇଁ ଯାତ୍ରୀ ଭଡ଼ା ବୃଦ୍ଧି କରିଛି | ୨୧୫…










