Tag: odia

ଭାରତୀୟ ବିଶ୍ୱକପ ଦଳ ଘୋଷଣା

ICC ପୁରୁଷ T20 ବିଶ୍ୱକପ୍ 2026 ଏବଂ IND vs NZ ଦ୍ୱିପାକ୍ଷିକ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ.BCCI ଦ୍ୱାରା 2026 T20 ବିଶ୍ୱକପ୍ ପାଇଁ ବହୁ ପ୍ରତୀକ୍ଷିତ ଭାରତୀୟ ଦଳ ଘୋଷଣା କରାଯାଇଛି! ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ନିଯୁକ୍ତ…

ପୁନର୍ବିଚାର ପାଇଁ ବିଜେଡିର ନିବେଦନ

ଭୁବନେଶ୍ୱର : ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ପୁନର୍ବିଚାର ପାଇଁ ବିଜେଡିର ନିବେଦନବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ; ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡିବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତିପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ,ଉପମୁଖ୍ୟ ସଚେତକଙ୍କ ସୂଚନା‘ଆମେ ସେ…

ଆସିଲା ଭାରତୀୟ ରେଳର ନୂଆ ନିୟମ

ଭୁବନେଶ୍ୱର : ବଦଳିଲା ବନ୍ଦେ ଭାରତ ଟ୍ରେନର ନିୟମ I ଏଥର ଆପଣ ବନ୍ଦେ ଭାରତ ରେଳରେ ଯାତ୍ରା ସମୟରେ ଲୋକାଲ ଖାଦ୍ୟର ମଜା ନେଇପାରିବେ I ତେଣୁ ଭାରତୀୟ ରେଳବାଇ ବନ୍ଦେ ଭାରତ ଟ୍ରେନଗୁଡ଼ିକରେ ଆଞ୍ଚଳିକ ଖାଦ୍ୟ ପ୍ରଚଳନ କରିବାର…

ଆସୁଛି ନିବେଶ ବଢ଼ିବ ନିଯୁକ୍ତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦଠାରେ ଅନୁଷ୍ଠିତ ‘ଓଡ଼ିଶା ନିବେଶକ ସମ୍ମିଳନୀ’ରେ ଯୋଗ ଦେବIଅବସରରେ ବହୁ କମ୍ପାନୀମାନଙ୍କ ସହ ଭେଟି ସେମାନଙ୍କ ମତାମତ ନେଇଥିଲେ । ସମ୍ମିଳନୀର ପ୍ରଥମ ଦିବସରେ ଉଦ୍ୟୋଗୀମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସକରାତ୍ମକ ଆଲୋଚନା, ରାଜ୍ୟ ପାଇଁ ବିପୁଳ ନିବେଶ…

ଘନ କୁହୁଡ଼ି ପାଇଁ ନୂଆଦିଲ୍ଲୀରେ ଅରେଞ୍ଜ ଆଲର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ିଫଳରେ ଦୃଶ୍ୟମାନତା ପ୍ରାୟ 150-200 ମିଟରକୁ ହ୍ରାସ | ଭିଜିବିଲିଟି ହ୍ରାସ ପାଇଁ ପାଣିପାଗ ବିଭାଗର ଆଲର୍ଟ ,କୁହୁଡ଼ି ପାଇଁ ଏୟାରଇଣ୍ଡିଆର ବି ଆଡଭାଇଜରି ଜାରିଉତ୍ତର ଓ ପୂର୍ବ ଭାରତରେ ବିମାନ,ରେଳ ଏବଂ ସଡ଼କ ପରିବହନ…

ଧଉଳି ଗଣଦୁଷ୍କର୍ମ ମୁଖ୍ୟ ଅଭିଯୁକ୍ତ ଗିରଫ

ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ*ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପିକୁ ଗିରଫ କଲା ପୋଲିସ*ଗଞ୍ଜାମରୁ ଗିରଫ କଲେ ସ୍ପେସାଲ ସ୍କ୍ବାଡ୍‌ ଓ ଧଉଳି ଥାନା ପୋଲିସ*ପୂର୍ବରୁ ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ*ଘଟଣାସ୍ଥଳରେ…

କଟକର ବାବୁଲା ଦହିବରା ଦିଲ୍ଲୀରେ ସୁପରଷ୍ଟାର

କଟକ :କଟକର ବାବୁଲା ଦହିବରାଙ୍କୁ ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲରେ #StreetFoodSuperstar ଭାବରେ ସମ୍ମାନିତ କରାଯ|ଇଛି | ଷ୍ଟ୍ରିଟ୍ ଫୁଡ୍ କେବଲ ସ୍ୱାଦ ନୁହେଁ ଅଧିକ କିଛି -ଏହା ଭାବନା, ପରମ୍ପରା ଏବଂ ପିଢ଼ି ପରେ ପିଢ଼ି ଧରି ନିଜର କଳାକୁ…

ସୁଦାନରୁ ଫେରିଲେ ଓଡ଼ିଆ ଯୁବକ ଆଦର୍ଶ ବେହେରା

ଭୁବନେଶ୍ଵର : ସୁଦାନରୁ ଫେରିଲେ ଜଗତସିଂହପୁର ଜିଲାର ଓଡ଼ିଆ ଯୁବକ ଆଦର୍ଶ ବେହେରାବିମାନବନ୍ଦରରେ ପହଞ୍ଚି ଭାବବିହ୍ୱଳ ହେଲେ ଆଦର୍ଶବିଦ୍ରୋହୀ ଆତଙ୍କୀ ସଂଗଠନ RSF କରିଥିଲା ଅପହରଣକେନ୍ଦ୍ର ସରକାରଙ୍କୁ ଦେଲେ ଧନ୍ୟବାଦ |କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟକୁ ପତ୍ର ଲେଖିଥିଲେ ରାଜ୍ୟ ସରକାରମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ…

ବନତାରା ବୁଲିଲେ ମେସି

ବିଶ୍ୱ ଫୁଟବଲ୍ ଆଇକନ୍ ଲିଓନେଲ୍ ମେସି ଜାମନଗରର ଏକ ବନ୍ୟପ୍ରାଣୀ ଉଦ୍ଧାର, ପୁନର୍ବାସ ଏବଂ ସଂରକ୍ଷଣ କେନ୍ଦ୍ର ବନତାରା ପରିଦର୍ଶନ କରିଛନ୍ତି, ଯେଉଁଠାରେ ସେ ଅନନ୍ତ ଅମ୍ବାନୀଙ୍କ ସଂରକ୍ଷଣ ଦଳ ସହିତ ଆଲୋଚନା କରିଥିଲେ। ସେ ଯତ୍ନ ନେଉଥିବା ବ୍ୟକ୍ତି ଏବଂ…

ବିକ୍ରମଙ୍କୁ ମିଳିଲାନି ବେଲ୍

ଗଞ୍ଜାମ :ବିକ୍ରମଙ୍କୁ ମିଳିଲାନି ବେଲ୍ | ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର…