ହଜାର ହଜାର ଲୋକ ରାଗି ପାଚି ଲାଲ୍ |
କୋଲକତା ସଲ୍ଟ ଲେକ୍ ଷ୍ଟାଡିୟମରେ ଭୟଙ୍କର ବିଶୃଙ୍ଖଳା । ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କୁ ଦେଖିବା ପାଇଁ ଆସିଥିବା ହଜାର ହଜାର ଲୋକ ରାଗି ପାଚି ଲାଲ୍ । ଷ୍ଟାଡିୟମ ଭିତରକୁ ମାତ୍ର ଦଶ ମିନିଟ ପାଇଁ ଆସିଥିବା ମେସିଙ୍କୁ…
ମ୍ୟୁଜିୟମର ଶୋଭା ବଢାଇବ ରାମୁ
ରାମୁ ହାତୀର କଙ୍କାଳ ଭୁବନେଶ୍ୱରରେ ଭରତପୁର ଜଙ୍ଗଲ ଭିତରେ ପୋତା ଯାଇଥିବା ସ୍ଥାନରୁ ଖୋଳି ବାହାର କରାଯାଇଛି ।ରାମୁର କଙ୍କାଳ କୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରି ଚନ୍ଦକା ବନ ଖଣ୍ଡ ରେ ଗୋଡ଼ିବାରୀଠାରେ ରଖା ଯିବ |କଙ୍କାଳ ଖୋଳି ବାହାର…
ମେସିଙ୍କ ପାଇଁ ଷ୍ଟାଡିୟମରେ ହଙ୍ଗାମା |
https://youtu.be/rLsdunLRyDY?si=s0q08ZYT46EetE0a
ଚର୍ଚ୍ଚାରେ ଅଭିନେତ୍ରୀ ଗିରିଜା ଓକ୍।
ଚର୍ଚ୍ଚାରେ ଅଭିନେତ୍ରୀ ଗିରିଜା ଓକ୍।କୌଣସି ଫିଲ୍ମ ପ୍ରମୋଶନ୍ ଲାଗି ନୁହେଁ, କି କୌଣସି ବଡ଼ ୱେବ୍ ସିରିଜ୍ ରିଲିଜ୍ ନୁହେଁ |ଗୋଟେ ଇଣ୍ଟରଭ୍ୟୁ କ୍ଲିପ୍ ଲାଗି ଭାଇରାଲ ହେବାରେ ଲାଗିଛନ୍ତି ଗିରିଜା ଓକ୍ |ଇଣ୍ଟରଭ୍ୟୁ କ୍ଲିପରେ ସେ ନୀଳ ସାଡ଼ି ପିନ୍ଧିଥିଲେ…
ବାର୍ରେ ଭୟଙ୍କର ଅଗ୍ନିକାଣ୍ଡ |
ଭୁବନେଶ୍ୱରର ସତ୍ୟବିହାର ସ୍ଥିତ ଏକ ବାର୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ। ପାଖରେ ଥିବା ଫର୍ଣ୍ଣିଚର୍ ଦୋକାନକୁ ନିଆଁ ବ୍ୟାପିଥିବା ଜଣାପଡିଛି। ୪୫ ମିନିଟ ଧରି ନିଆଁ ଲାଗିଥିବା…
ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ପରଲୋକ
ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ 90 ବର୍ଷ ବୟସରେ ପରଲୋକ | ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ମହାରାଷ୍ଟ୍ରର ଲାଟୁରସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ସେ 2004-2008 ପର୍ଯ୍ୟନ୍ତ ଭାରତର ଗୃହମନ୍ତ୍ରୀ…
ତିରୁପତିରେ ନକଲି ଘିଅ ପରେ ଶାଲ୍ ସ୍କାମ |
ନକଲି ଘିଅ ପରେ ଏବେ ନକଲି ରେଶମ ଦୁପଟ୍ଟା ଦୁର୍ନୀତି। ତିରୁପତି ମନ୍ଦିରରେ, ୨୦୧୫ ରୁ ୨୦୨୫ ମଧ୍ୟରେ, ଜଣେ ଯୋଗାଣକାରୀ ନକଲି ରେଶମ ଦୁପଟ୍ଟା ଦେଇଥିଲେ। ପ୍ରକୃତରେ ମାତ୍ର ₹୩୫୦ ମୂଲ୍ୟର ଦୁପଟ୍ଟା ପାଇଁ ₹୧୩୦୦ ବିଲ୍ କରାଯାଇଥିଲା। ମୋଟ…
ଚାକିରୀ ବାଣ୍ଟିବେ ସରକାର |
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗ ଦେଇ ନୂତନ ଭାବେ ଚୟନୀତ ୩ଟି ବିଭାଗର ୫୯୧ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏଥିସହ ୪୨୫ କୋଟି…
ପୁଞ୍ଜି ନିବେଶ କରିବେ ୨ ଆମେରିକା କମ୍ପାନୀ |
୨୦୩୦ ସୁଦ୍ଧା ଭାରତରେ ବିଭିନ୍ନ ବ୍ୟବସାୟରେ ୩୫ ବିଲିୟନ ଆମେରିକୀୟ ଡଲାର ନିବେଶ କରିବାକୁ AMAZON ପ୍ରତିଶୃତି ଦେଇଛି |ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି, ସେ ଭିତ୍ତିଭୂମି ନିର୍ମାଣ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ଆବଶ୍ୟକ ଦକ୍ଷତା ପାଇଁ ୧୭.୫ ବିଲିୟନ…
“UNESCO” ତାଲିକାରେ ଅନ୍ତର୍ଭୁକ୍ତ ହେଲା ଦୀପାବଳି |
ଭାରତର ଉତ୍ସବ ସଂସ୍କୃତିର ଆତ୍ମା ଦୀପାବଳି ପର୍ବ ୟୁନେସ୍କୋର ଅମୂର୍ତ ସାଂସ୍କୃତିକ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଏହା ଭାରତ ଏବଂ ବିଶ୍ୱରେ ରହୁଥିବା ଭାରତୀୟମାନଙ୍କ ପାଇଁ ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ଦୀପାବଳି ପର୍ବ ଆମର ସଂସ୍କୃତି, ପରମ୍ପରା ଏବଂ…










