Category: Odisha News

ରାଜଧାନୀବାସୀ ଗଣିବେ ୟୁଜର୍ସ ଫି’

’ଭୁବନେଶ୍ୱର: BMC ଆଦାୟ କରିବ ୟୁଜର୍ସ ଫି I ଏଣିକି ରାଜଧାନୀବାସୀଙ୍କ ଠାରୁ BMC ଆଦାୟ କରିବ ୟୁଜର ଫି I ୨୦୧୮ ବାଇ ଲ’ ଅନୁସାରେ ଫି’ ଆଦାୟ କରିବBMC I ଅଳିଆ ସଂଗ୍ରହ ବାବଦରେ ୟୁଜର୍ସ ଫି’ ଲାଗୁ…

ଜାନୁଆରୀ ୧୦ରୁ ଲୋକ ଭବନ ଉଦ୍ୟାନ ଖୋଲିବ

ଭୁବନେଶ୍ୱର: ଜାନୁଆରୀ ୧୦ରୁ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ଲୋକ ଭବନ ଉଦ୍ୟାନ ଖୋଲିବ I ଭୁବନେଶ୍ୱରର ଲୋକ ଭବନ ଉଦ୍ୟାନ (ରାଜ ଭବନ ଉଦ୍ୟାନ) ଜାନୁଆରୀ ୧୦ରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୨.୩୦ ରୁ ସନ୍ଧ୍ୟା ୬.୧୫…

ନୂଆ ରୂପ ପାଇବ ଚିଲିକା

ଭୁବନେଶ୍ୱର: ନୂଆରୂପ ପାଇବ ଚିଲିକା। ଚିଲିକାର ଚତୁଃପାଶ୍ୱକୁ ଡେଭଲପମେଣ୍ଟ କରାଯିବ। ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ କରାଯିବ ଚିଲିକାକୁ। ଚିଲିକା ପାଇଁ ୧୫୦୦ରୁ ୨ହଜାର କୋଟିର DPR ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଚ଼ିଲିକା ଉନ୍ନୟନ କର୍ତ୍ତୃପକ୍ଷ…

ସ୍ମାର୍ଟ ମିଟର ଲଗାଇବେ ରାଜ୍ୟ ସରକାର

ଭୁବନେଶ୍ୱର: କ୍ୟାବିନେଟରେ ବୈଠକ ପରେ ଶକ୍ତି ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି I ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି I ୨କିଲୋୱାଟ ଯାଏଁ ଥିବା ୮.୭୫ ଲକ୍ଷ ମିଟରକୁ ବଦଳାଇ ଲଗାଯିବ ନୂଆ ସ୍ମାର୍ଟ…

୨୫ରୁ ଖଣ୍ଡଗିରି ମାଘ ମେଳା

ଭୁବନେଶ୍ୱର :ଜାନୁଆରୀ ୨୫ ଅନୁଷ୍ଠିତ ହେବ ପ୍ରସିଦ୍ଧ ମାଘମେଳା ସେଥିଲାଗି ବିଏମସି ପକ୍ଷରୁ ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା Iମେଲାକୁ ଠିକ୍ ଭାଗେ ଆୟୋଜନ କରିବା ଲାଗି କର୍ପୋରେଟର, ଷ୍ଟାଣ୍ଡିଂ କମିଟି, ଯାତ୍ରା କମିଟି, ବିଦ୍ୟୁତ ବିଭାଗ, ପୋଲିସର ସହିତବସିଥିଲା I…

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର : ଏଥର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ବସ ସେବା ଅନ୍ତର୍ଗତ ବସ୍ ଭଡ଼ାରେ ବଡ଼ ରିହାତି ପାଇପାରିବେ I ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଯାତ୍ରା ପାଇଁ କୌଣସି ଖଚ୍ଚ’ କରିବାକୁ ପଡିବ ନାହିଁ I ସେହିପରି କଲେଜ ଛାତ୍ରଛାତ୍ରୀମାନେ…

ନନ୍ଦନକାନନ ରେକର୍ଡ ଭାଙ୍ଗିଲା

ଭୁବନେଶ୍ୱର : ୨୦୨୫ରେ ନନ୍ଦନକାନନରେ ରେକର୍ଡ ଭାଙ୍ଗିଲା Iଓଡ଼ିଶାର ଏକମାତ୍ର ପ୍ରାଣୀ ଉଦ୍ୟାନ ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ ଓ ୨୩ କୋଟିର ରାଜସ୍ୱ ଆଦାୟ ହୋଇଛି I ବିଗତ ବର୍ଷ ମାନଙ୍କ ଅପେକ୍ଷା ବିଦାୟୀ ବର୍ଷରେ ୨୦୨୫ରେ ନନ୍ଦନକାନନକୁ ରେକର୍ଡ…

ପୁଣି ଦୁଲୁକିବ କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍ ଫେରିଛି! ପୁଣି କଳିଙ୍ଗ ଷ୍ଟାଡିୟମରେ ଦର୍ଶକ ହକି ମଜା ନେବI ସହ ଷ୍ଟାଡିୟମ ଲାଇଟ ସାଉଣ୍ଡ ମ୍ୟୁଜିକରେ ଝଲସିବ Iରାଜ୍ୟ ତଥା ରାଜ୍ୟବାହାରୁ ଅନେକ ଦର୍ଶକ ,ଖେଲପ୍ରେମୀ ,ପ୍ରସଶକ, ଖେଳାଳୀ ମାନଙ୍କ କରତାଳିରେ ଝୁମିବ କଳିଙ୍ଗ…

ପୁରୀ ହେବ ମଡେଲ ସିଟି

ଭୁବନେଶ୍ୱର : ଖୁବ୍ ଶୀଘ୍ର ହେବ ପୁରୀ ଜିଲ୍ଲା ମଡେଲ ସିଟି I ଆସନ୍ତା ୫ ତାରିଖରେ ହେବାକୁ ଥିବା PKDA ସହ ବୈଠକରେ ପୁରୀ ଜିଲ୍ଲାକୁ ମଡେଲ ସିଟି ଭାବେ ବିକଶିତ କରାଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଲୋକଙ୍କ କାମ କର

ଭୁବନେଶ୍ବର: ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୧୫ଟି ନିର୍ଦେଶନାମା ଜାରି କରିଛନ୍ତି I ଶାସନକୁ ଅଧିକ କ୍ରିଯାଶୀଳ କରିବା ପାଇଁ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ଏବଂ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀକୁ ୨ ବର୍ଷରେ ପୂରଣ କରିବା ପାଇଁ…