Tag: odia

ଯାଜପୁର ଓ ବାଲେଶ୍ୱର ଯିବେ ରାଷ୍ଟ୍ରପତି

ଭୁବନେଶ୍ୱର; ଆଜି ଯାଜପୁର ଓ ବାଲେଶ୍ୱର ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‌I ଲୋକଭବନରୁ ବାହାରି ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଥମେ ଯାଜପୁର ଯିବେ I ନୂଆ ପ୍ରଶାସନିକ ଭବନ ଗ୍ରାଉଣ୍ଡ ହେଲିପ୍ୟାଡ୍‌ରେ ଅବତରଣ କାର୍ଯ୍ୟକ୍ରମ ରହିଛି I ମା’…

ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର : ଗତକାଲି ସକାଳ ୬ରୁ ଦିନ ୨ଟା ଯାଏଁ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦରେ ଜରୁରୀ ସେବା ଗୁଡ଼ିକ ଖୋଲା ରହିବ ବୋଲି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ କହିଛନ୍ତି I ସ୍କୁଲ,…

PUCC ନଥିଲେ ବି ପେଟ୍ରୋଲ

ଭୁବନେଶ୍ୱର: ସରକାରଙ୍କ ତେଳ ନ ମିଳିବା ନିର୍ଦେଶ ପ୍ରତ୍ୟାହୃତ ହୋଇଛି I ସରକାରଙ୍କ ଆବେଦନ ଖାରଜ କଲେ ଓଡ଼ିଶା ହାଇକୋର୍ଟ Iଗାଡ଼ିରେ ଚାଲାଣ ଥିଲେ ବି ମିଳିବ ପ୍ରଦୂଷଣ ସାର୍ଟିଫିକେଟ୍ I ସ୍ବତନ୍ତ୍ର ବିଜ୍ଞପ୍ତି ଜାରି ପାଇଁ ସରକାରଙ୍କୁ ନିର୍ଦେଶ I…

ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର : ଆଜି ଦେଶବ୍ୟାପୀ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି । ସପ୍ତାହରେ ୫ ଦିନ କାମ କରିବା ଦାବିରେ ଆନ୍ଦୋଳନ ଡାକରା ଦିଆଯାଇଛି । ଲଗାତାର…

ସୋମବାର କୌଣସି ସରକାରୀ ବୈଠକ ହେବନି

ଭୁବନେଶ୍ୱର: ଏଣିକି ସୋମବାର କୌଣସି ସରକାରୀ ବୈଠକ ହେବନାହିଁ I ଏନେଇ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ I ସୋମବାର କୌଣସି ବୈଠକ ନ ରଖି ଅଭିଯୋଗ ଶୁଣାଣିକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି I ପ୍ରତ୍ୟେକ…

ଖୁବ ଶିଘ୍ର ଆସୁଛି ସୌରଭ ଗାଙ୍ଗୁଲି ବାୟୋପିକ

ଭୁବନେଶ୍ୱର:ସୌରଭ ଗାଙ୍ଗୁଲି ବାୟୋପିକ: ଲୁଭ ରଞ୍ଜନ ଦେବେ ନିର୍ଦ୍ଦେଶନା I ଦୀର୍ଘ ବର୍ଷ ହେଲା ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ପ୍ରସ୍ତୁତି ନେଇ ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିଲେ…

ମୋକିମ ସମର୍ଥକଙ୍କ ସମୂହ ଇସ୍ତଫା

ଭୁବନେଶ୍ୱର : ପୁଣି କଂଗ୍ରେସକୁ ଝଟକା I କଂଗ୍ରେସରୁ ମହମ୍ମଦ ମୋକିମ ସମର୍ଥକଙ୍କ ସମୂହ ଇସ୍ତଫା ଦେଲେ I ମୋଟ୍‌ ୪୧ ଜଣ କଂଗ୍ରେସ ନେତାଙ୍କ ସମୂହ ଇସ୍ତଫା ଦେଇଛନ୍ତି I ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ର, ପୂର୍ବତନ ବ୍ଲକ…

ପତ୍ନୀ ଓ ୩ ସମ୍ପର୍କୀଙ୍କୁ ଗୁଳିକରି ହତ୍ୟା

ଭୁବନେଶ୍ୱର: ପତ୍ନୀ ଓ ୩ ସମ୍ପର୍କୀଙ୍କୁ ଗୁଳି କରି ହତ୍ୟା ବର୍ତ୍ତିଲେ ୩ ପିଲା I ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ୫୧ ବର୍ଷୀୟ ବିଜୟ କୁମାର। ଘଟଣା ବେଳେ ଘର ଭିତରେ କୁମାରଙ୍କ ୧୨ ବର୍ଷୀୟ ପୁଅଙ୍କ ସମେତ…

୫ ଦିନିଆ ଗସ୍ତରେ ଓଡ଼ିଶାସି ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର: ଫେବ୍ରୁଆରି ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ଫେବ୍ରୁଆରି ୨ ତାରିଖରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି I ୨ରେ ଭୁବନେଶ୍ବରରେ ପହଞ୍ଚି ରାତ୍ରୀଯାପନ କରିବେ ରାଷ୍ଟ୍ରପତି I ୩ରେ ଫକୀରମୋହନ ୟୁନିଭର୍ସିଟି…

ଆମ ବସ୍‌ ଚଳାଇବେ ମହିଳା ଡ୍ରାଇଭର

ଭୁବନେଶ୍ୱର: ଏଥର ମହିଳା ଡ୍ରାଇଭର ଚଳାଇବେ ଆମ ବସ୍‌ I ଇ-ବସ୍‌ ଚଳାଇବେ ମହିଳା ଡ୍ରାଇଭର I ସେମାନଙ୍କୁ ମହାରାଷ୍ଟ୍ରର ପୁଣେରେ ତାଲିମ ଦିଆଯିବ I ଜାନୁଆରି ୩୧ରେ ୨୦ଜଣ ମହିଳା ତାଲିମ ପାଇଁ ପୁଣେ ଯାତ୍ରା କରିବେ I ରାଜ୍ୟରେ…