Tag: utkaltv24x

ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା I ଏଥର ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ପାଇବେ ସୁଭଦ୍ରା ଟଙ୍କା I ୧ ଲକ୍ଷ ୭୮ ହଜାର…

ବାହାଘର ବେଳେ ସରକାର ଦେବେ ଶାଢୀ ଚୁଡ଼ି

ଭୁବନେଶ୍ୱର: କନ୍ୟା ବିବାହ ଯୋଜନାରେ ଉପହାର ଦେବେ ରାଜ୍ୟ ସରକାର I ଉତ୍କଳିକା ଓ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟରେ MoU ସ୍ବାକ୍ଷରିତ ହୋଇଛି I ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ MoU ସ୍ବାକ୍ଷରିତ ହୋଇଛି I…

କୋର୍ଟକୁ ବୋମା ଧମକ

ଭୁବନେଶ୍ୱର : ସମ୍ବଲପୁର, କଟକ, ଦେବଗଡ଼ରେ ଜିଲ୍ଲା କୋର୍ଟକୁ ବୋମା ଧମକ I ଇ-ମେଲ୍ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ୍‌ ଆସିଛି I ସମ୍ବଲପୁର ଓ ଦେବଗଡ଼ରେ କୋର୍ଟ ପରିସରରେ ଆଣ୍ଟି ବମ୍ ସ୍କ୍ବାଡ୍ ଦ୍ବାରା ଯାଞ୍ଚ ଚାଲିଛି I ଦେବଗଡ଼…

ଗାଡି ରଖିଲେ ଦେବେ ୫୦୦ ଟଙ୍କା

ଭୁବନେଶ୍ୱର: ବଢ଼ିଲା ପାର୍କିଂ ଫି’ I ପୁରୀରେ ଥିବା ଭକ୍ତନିବାସର ପାର୍କିଂ ଫି ବଢ଼ିଲା । ଭକ୍ତ ନିବାସରେ ୪ ଚକିଆ ଗାଡ଼ିର ପାର୍କିଂ ଫି ହେଲା ୫୦୦ ଟଙ୍କା । ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ଭକ୍ତନିବାସର ପାର୍କିଂ…

ଏପ୍ରିଲରୁ ଓଡ଼ିଶାରେ ଜନଗଣନା

ଭୁବନେଶ୍ୱର : ଜନଗଣନା ନେଇ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ I ଜିଲ୍ଲାପାଳଙ୍କ ସହ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ I ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା I ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ପରେ…

ଶିମିଳିପାଳରେ ତାପମାତ୍ରା ଶୂନ

ଭୁବନେଶ୍ୱର :ବାରିପଦାର ଶିମିଳିପାଳରେ ତାପମାତ୍ରା ‘ଶୂନ’ ରେକର୍ଡ I ଉପରବାରକାମୁଡ଼ାରେ ‘ଶୂନ’ ତାପମାତ୍ରା ନେଇ ଆର୍‌ସିସିଏଫ୍‌ ସୂଚନା ଦେଇଛନ୍ତି I ଚହଲାରେ ୨, ବରେଇପାଣି ଓ ଗୁଡୁଗୁଡ଼ିଆରେ ୫ ଡିଗ୍ରୀ ତାପମାତ୍ରା ରହିଛି I ଥଣ୍ଡା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି…

ବାଂଲାଦେଶ କ୍ରିକେଟ ବୋର୍ଡକୁ ବଡ଼ ଝଟକା

ଭୁବନେଶ୍ୱର : ବାଂଲାଦେଶ କ୍ରିକେଟ ବୋର୍ଡକୁ ବଡ଼ ଝଟକା ଲାଗିଛି I ଭାରତରୁ ତାର ଟି-ଟ୍ୱେଣ୍ଟି ବିଶ୍ୱକପ ମ୍ୟାଚ ସ୍ଥାନାନ୍ତର କରିବାକୁ ଆଇସିସି ନିକଟରେ କରିଥିବା ଲିଖିତ ଦାବି ଖାରଜ ହୋଇଛି । ବିସିବି ଅନୁରୋଧ ଉପରେ ବଡ଼ ନିଷ୍ପତ୍ତି ଶୁଣାଛନ୍ତି…

ରାଜ୍ୟରେ ଚାଲିଛି କୁମ୍ଭୀର ଗଣନା

ଭୁବନେଶ୍ୱର: କୁମ୍ଭୀର ଗଣନା ପାଇଁ ଜାନୁୟାରୀ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ I ସେହିପରି ଅନୁଗୁଳର ମହାନଦୀର ସାତକୋଶିଆ ଘାଟିରେ ଆଜିଠାରୁ କୁମ୍ଭୀର ଗଣନା ଆରମ୍ଭ,…

ପୁରୀ ହେବ ମଡେଲ ସିଟି

ଭୁବନେଶ୍ୱର : ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷର ୩୫ତମ ସମୀକ୍ଷା ବୈଠକ ପୁରୀ ଠାରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୁରୀ-କୋଣାର୍କ ଅଞ୍ଚଳର ଐତିହ୍ୟ ସଂରକ୍ଷଣ, ସହର ପରିକଳ୍ପନା, ଗୃହ…

ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ୱର : ୭୨ ବର୍ଷର ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା । ୫ ଡିଗ୍ରୀକୁ ଖସିଲା ଥଣ୍ଡା । ଅସମ୍ଭାଳ ଜାଡ଼ ଥରାଇ ଦେଲା । ଖାଲି ଆଭ୍ୟନ୍ତରୀଣ କି ଦକ୍ଷିଣ ଓଡ଼ିଶା ନୁହେଁ, ଉପକୂଳ ବି ଥରିଲା । ଅସହ୍ୟ ଶୀତରେ…