ଆନ୍ଧ୍ରପ୍ରଦେଶରେ ଆଉ ଏକ ବସ୍ ଦୁର୍ଘଟଣା

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶରେ ଆଉ ଏକ ବସ୍ ଦୁର୍ଘଟଣା ଘଟିଛି। ଗୁରୁବାର ଭୋର ସମୟରେ ଆନ୍ଧ୍ରପ୍ରଦେଶର ନାନ୍ଦୟାଲ୍ ଜିଲ୍ଲାରେ ଏକ ଘରୋଇ ବସ୍ ଏବଂ ଏକ କଣ୍ଟେନର ଲରି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।…

ହଟିବ ଡିଜେଲ୍‌ ବସ୍‌ ଆସିବ ଇଭି ବସ୍‌

ଭୁବନେଶ୍ୱର: ରାଜରାସ୍ତାରୁ ଡିଜେଲ୍‌ ଚାଳିତ ଆମ ବସ୍‌କୁ ହଟାଇ ଗଡ଼ିବ କେବଳ ଇଭି ଆମ ବସ୍‌ ଚାଲିବ I ଏଣିକି ରାସ୍ତାରେ ଗଡ଼ିବ କେବଳ ଇଭି ଆମ ବସ୍‌ ଚଳାଇବାକୁ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି I ଡିଜେଲ ବସ୍‌କୁ ଧିରେ ଧିରେ…

ଜନଗଣନା ପରେ ହେବ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର: ଜନଗଣନା ପରେ ପଞ୍ଚାୟତ ନିର୍ବାଚନ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ପ୍ରତିକ୍ରିୟା ଦେଇଛନ୍ତି I ନିର୍ଦ୍ଧାରିତ ସମୟରେ ହେବ, ନିର୍ବାଚନ ପଞ୍ଚାୟତ ନିର୍ବାଚନ ନେଇ ସରକାର ପ୍ରସ୍ତୁତ ଅଛନ୍ତି I ‘ଜନଗଣନା ପରେ ଚୁଡାନ୍ତ ଭାବେ ତଥ୍ୟ…

ଆମ ବସ୍‌ ଚଳାଇବେ ମହିଳା ଡ୍ରାଇଭର

ଭୁବନେଶ୍ୱର: ଏଥର ମହିଳା ଡ୍ରାଇଭର ଚଳାଇବେ ଆମ ବସ୍‌ I ଇ-ବସ୍‌ ଚଳାଇବେ ମହିଳା ଡ୍ରାଇଭର I ସେମାନଙ୍କୁ ମହାରାଷ୍ଟ୍ରର ପୁଣେରେ ତାଲିମ ଦିଆଯିବ I ଜାନୁଆରି ୩୧ରେ ୨୦ଜଣ ମହିଳା ତାଲିମ ପାଇଁ ପୁଣେ ଯାତ୍ରା କରିବେ I ରାଜ୍ୟରେ…

ମତ୍ସ୍ୟ-ପ୍ରାଣୀ ସମାବେଶ ଉଦଘାଟିତ

ଭୁବନେଶ୍ୱର : ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା – ୨୦୨୬ I ପ୍ରତିବର୍ଷ ଆୟୋଜିତ ଏକ ପ୍ରମୁଖ ମତ୍ସ୍ୟ ଏବଂ ପଶୁପାଳନ ପ୍ରଦର୍ଶନୀ ଜାନୁଆରୀ 21-23, 2026 ରେ ଜନତା ମୈଦାନରେ ଅନୁଷ୍ଠିତ ହେବ, ଯେଉଁଥିରେ…

ବନ୍ଦ ହେବ ଦୁବାଇ ଭୁବନେଶ୍ବର ବିମାନ ସେବା

ଭୁବନେଶ୍ୱର: ମାର୍ଚ ୩୦ରୁ ବନ୍ଦ ହେବ ଦୁବାଇ-ଭୁବନେଶ୍ବର ଇଣ୍ଡିଗୋ ବିମାନ I ଏହି ସେବା ବନ୍ଦ ହେବା ପରେ ଦୁବାଇ ସହ ସିଧାସଳଖ ଯୋଗାଯୋଗ ବିଚ୍ଛିନ୍ନ ହେବା ଆଶଙ୍କା ଦେଖାଦେଇଛି I ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବଙ୍କୁ ଦୁବାଇ ଓଡ଼ିଶା…

କର୍ଣ୍ଣାଟକ ଆଇପିଏସ୍ ନିଲମ୍ବିତ

ଭୁବନେଶ୍ୱର: ୧୯୯୩ ବ୍ୟାଚ୍ କର୍ଣ୍ଣାଟକ ଆଇପିଏସ୍ ଅଧିକାରୀ ରାମଚନ୍ଦ୍ର ରାଓଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖାଇବାର ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି I ଏକ ଅନୁପଯୁକ୍ତ ଭିଡିଓକୁ ନେଇ ବିବାଦ ଦେଖାଦେଇଥିଲା ଯାହା ପରେ ସୋମବାର କର୍ଣ୍ଣାଟକ…

ବିଜେପିରେ ନୀତିନ ନବୀନ ଯୁଗ

ଭୁବନେଶ୍ୱର : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ନୀତୀନ ନବୀନ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାମ କରୁଥିବା ଜେପି ନଡ୍ଡାଙ୍କ ଠାରୁ ୪୫ ବର୍ଷୀୟ ନୀତୀନ ନବୀନ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଦାୟିତ୍ୱ ନେବା ପରେ ବିଜେପିରେ ଗୋଟିଏ…

ଏକନମ୍ବର ହାଟରେ ଭୟଙ୍କର ନିଆଁ

ଭୁବନେଶ୍ୱର: ଛାରଖାର ହୋଇଗଲା ୧ ନମ୍ବର ମାର୍କେଟ; ଜଳି ପୋଡି ପାଉଁଶ, କୋଟି କୋଟି ଟଙ୍କାର କ୍ଷତି I ଗତକାଲି ରାତିରେ ୟୁନିଟ-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି୪୦ରୁ ଅଧିକ ଦୋକାନ ଜଳିଗଲା I ପାଉଁଶ ହେଲା କୋଟି କୋଟି ଟଙ୍କାର…

ପୁଣି ରାଜଧାନୀର ରାଜରାସ୍ତାରେ ସାଇକଲ ଚାଲିବ

ଭୁବନେଶ୍ୱର: ପୁଣିଥରେ ରାଜଧାନୀବIସି ସାଇକେଲ ମଜା ନେଇପାରିବେ I ପ୍ରତ୍ୱେକଦିନ ହଜାର ହଜIର ଲୋକେ ରାଜଧାନୀକୁ ବିଭନ୍ନ କIମଲାଗି ଆସି ସେମାନଙ୍କୁ ଗମନଗଣମ ସୁବିଧା ସହ ପ୍ରଦୂଷଣ କମିବାରେ ସହାୟକ ହେବ I ଏହି ଯୋଜନIରେ ଲାଭ ସ୍କୁଲ କଲେଜ ସରକାରୀ…