ପ୍ରଦୂଷଣ ଲାଗି ଟ୍ୱିନ୍ ସିଟିରେ କଟକଣା
ଭୁବନେଶ୍ୱର: ପ୍ରଦୂଷଣ ରୋକିବା ପାଇଁ ଟ୍ୱିନ୍ ସିଟି ଅଞ୍ଚଳରେ କଟକଣା ଜାରି କରାଯାଇଛି। ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟକଳାପ ନିଷେଧ ରହିବ, ରାସ୍ତାପାର୍ଶ୍ୱରେ ଥିବା ଖାଦ୍ୟପେୟ ଏବଂ ଢାବାରେ ଅଳିଆ କିମ୍ବା କୋଇଲା ଜାଳିବା ନିଷେଧ କରାଯାଇଛି।…
ସଡ଼କ ଦୁର୍ଘଟଣାରେ ସାମ୍ବାଦିକା ମୃତ
ଭୁବନେଶ୍ୱର :ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକାଙ୍କ ଜୀବନ। ପୁରୀ- ଭୁବନେଶ୍ବର ଜମାଲପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସ୍ ଧକ୍କାରେ ପ୍ରମେୟ ନ୍ୟୁଜ୍ ସେଭେନ୍ରେ କାର୍ଯ୍ୟରତ ସାମ୍ବାଦିକା ଶିଲା ପଟ୍ଟନାୟକ ଓ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି।…
ସୃଷ୍ଟି ହେଲା ପ୍ରଥମ ଲଘୁଚାପ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ I ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି I ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ଭାରତ ମହାସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଈଛି ବୋଲି ଜଣI ପଡିଛି I…
ରାଜଧାନୀବାସୀ ଗଣିବେ ୟୁଜର୍ସ ଫି’
’ଭୁବନେଶ୍ୱର: BMC ଆଦାୟ କରିବ ୟୁଜର୍ସ ଫି I ଏଣିକି ରାଜଧାନୀବାସୀଙ୍କ ଠାରୁ BMC ଆଦାୟ କରିବ ୟୁଜର ଫି I ୨୦୧୮ ବାଇ ଲ’ ଅନୁସାରେ ଫି’ ଆଦାୟ କରିବBMC I ଅଳିଆ ସଂଗ୍ରହ ବାବଦରେ ୟୁଜର୍ସ ଫି’ ଲାଗୁ…
ଭୂମିକମ୍ପରେ ଥରିଲା ଆସାମ
ଭୁବନେଶ୍ୱର: ଆସାମ ଏବଂ ଉତ୍ତର-ପୂର୍ବର ଅନ୍ୟାନ୍ୟ ଅଂଶରେ ରିକ୍ଟର ସ୍କେଲରେ 5.1 ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ସକାଳ 4:17 ରେ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ର ଆସାମ ମୋରିଗାଓଁ ଜିଲ୍ଲା…
ବାଂଲାଦେଶରେ IPLବ୍ୟାନ୍
ଭୁବନେଶ୍ୱର: ବାଂଲାଦେଶରେ IPL ପ୍ରସାରଣ ଉପରେ ଲାଗିଲା ବ୍ୟାନ୍ I ବ୍ୟାନ୍ ଲଗାଇଲେ ବାଂଲାଦେଶର ୟୁନୁସ୍ ସରକାର I କିଛି ଦିନ ଆଗରୁ ମୁସ୍ତାଫିଜୁରଙ୍କୁ KKR ବାଦ୍ ଦେବାରୁ ପାଲଟା ପଦକ୍ଷେପ ନେଲେ ବାଂଲାଦେଶର ସରକାର I କୋଲକାତା ନାଇଟ୍ ରାଇଡର୍ସ…
ଭାରତ ସହ ମାଦୁରୋଙ୍କ ସଂପର୍କ
ବ୍ୟରୋ :ଆମେରିକାର ଆକ୍ରମଣ ପରେ ଭେନଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋର ଏବେ ଆମେରିକାରେ ବନ୍ଦୀ । ତାଙ୍କୁ ଏବେ ଆମେରିକା ଅଦାଲତରେ ବିଚାରର ସମ୍ମୁଖୀନ ହେବାକୁ ପଡିବ । ତେବେ ମାଦୁରୋ ଓ ତାଙ୍କ…
ଜାନୁଆରୀ ୧୦ରୁ ଲୋକ ଭବନ ଉଦ୍ୟାନ ଖୋଲିବ
ଭୁବନେଶ୍ୱର: ଜାନୁଆରୀ ୧୦ରୁ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ଲୋକ ଭବନ ଉଦ୍ୟାନ ଖୋଲିବ I ଭୁବନେଶ୍ୱରର ଲୋକ ଭବନ ଉଦ୍ୟାନ (ରାଜ ଭବନ ଉଦ୍ୟାନ) ଜାନୁଆରୀ ୧୦ରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୨.୩୦ ରୁ ସନ୍ଧ୍ୟା ୬.୧୫…
ନୂଆ ରୂପ ପାଇବ ଚିଲିକା
ଭୁବନେଶ୍ୱର: ନୂଆରୂପ ପାଇବ ଚିଲିକା। ଚିଲିକାର ଚତୁଃପାଶ୍ୱକୁ ଡେଭଲପମେଣ୍ଟ କରାଯିବ। ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ କରାଯିବ ଚିଲିକାକୁ। ଚିଲିକା ପାଇଁ ୧୫୦୦ରୁ ୨ହଜାର କୋଟିର DPR ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଚ଼ିଲିକା ଉନ୍ନୟନ କର୍ତ୍ତୃପକ୍ଷ…
ପୁଣି ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା
ଭୁବନେଶ୍ୱର: ବାଂଲାଦେଶର ଜଣେ ହିନ୍ଦୁ ବ୍ୟବସାୟୀ ଶରିୟତପୁର ଜିଲ୍ଲାରେ ଅଜ୍ଞାତ ଆକ୍ରମଣକାରୀଙ୍କ ନିର୍ମମ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି I ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟବସାୟୀ ଖୋକନ ଦାସଙ୍କୁ ହତ୍ୟା କରାଯାଇଛି I ତାଙ୍କୁ ଗତ ୧ ତାରିଖରେ ଛୁରି ଭୁସି…










