ନୂଆ ଲୋକସେବା ଭବନ ଓ ବିଧାନସଭା ପାଇଁ ମାଷ୍ଟରପ୍ଲାନ

ଭୁବନେଶ୍ୱର: ନୂଆ ଲୋକସେବା ଭବନ ଓ ବିଧାନସଭା ପାଇଁ ମାଷ୍ଟରପ୍ଲାନ ଆସିଲା I ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର ସ୍ଥାପନ I ଏହାକୁ ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ I ମେଗା ପ୍ଲାନକୁ ବାସ୍ତବ ରୂପ…

ବିମାନ ଦୁର୍ଘଟଣାଗ୍ରସ୍ତର ହେବ ତଦନ୍ତ

ଭୁବନେଶ୍ୱର: ଅବତରଣ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ I ରାଉରକେଲାର ରଘୁନାଥପାଲିରେ ବିମାନ କ୍ରାସ୍ ହୋଇଛି I ଏହି ଦୁର୍ଘଟଣାରେ ପାଇଲଟ ସହ 6 ଗୁରୁତର ହୋଇ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି I ୯ ସିଟର ବିମାନ…

ଆଜିଠୁ ଆରମ୍ଭ ହେଲା ଶିସିର ସରସ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶିସିର ସରସ-୨୦୨୬ ଜାନୁଆରୀ ୧୦ ରୁ ୧୮ ଗ୍ରାମୀଣ ମେଳା ଅନୁଷ୍ଠିତ ହେବ I ଶିସିର ସରସ-୨୦୨୬ ଖୋଲିବା ସହିତ ଭୁବନେଶ୍ୱର ରଙ୍ଗ, କାରିଗରୀ ଏବଂ ସଂସ୍କୃତି ସହିତ ଜୀବନ୍ତ ହେବାକୁ ଯାଉଛି, ଯାହା…

ପିଲା ନ ଆସିଲେ ଘରକୁ ଯିବେ ଶିକ୍ଷକ

ଭୁବନେଶ୍ୱର : ଡ୍ରପ୍ ଆଉଟ୍ ହାରକୁ କମାଇବାକୁ ରାଜ୍ୟ ସରକାର ନୂଆ ପଦକ୍ଷେପ I ସ୍କୁଲ ଛାଡିବା ହାର ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ରାଜ୍ୟ ସରକାର ସ୍କୁଲ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ଯେ ଯଦି କୌଣସି ଛାତ୍ର ସାତ…

ଆସିଲI ନୂଆ ପର୍ଯ୍ୟଟନ ନୀତି

ଭୁବନେଶ୍ୱର :ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରିବାଲାଗି ଘରୋଇ ନିବେଶକୁ ଆକର୍ଷିତ କରିବା ପାଇଁ ଓଡ଼ିଶା କ୍ୟାବିନେଟ୍ ସଂଶୋଧିତ ପର୍ଯ୍ୟଟନ ନୀତି-୨୦୨୬କୁ ଅନୁମୋଦନ କରିଛି । ରାଜ୍ୟ ସାରା ହୋଟେଲ, ରିସର୍ଟ ଏବଂ ପର୍ଯ୍ୟଟନ ଭିତ୍ତିଭୂମିକୁ ବୃଦ୍ଧି କରିବା ପାଇଁ ପୁଞ୍ଜି ନିବେଶ…

ଆଜିଠୁଁ ଆରମ୍ଭ ହେଲା ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ୱର : ରାଜଧାନରେ ଥିବା ଏକାମ୍ର କାନନରେ ବାର୍ଷିକ ଫୁଲ ପ୍ରଦର୍ଶନୀ 2026 ଜାନୁଆରୀ 9 ରୁ ଆରମ୍ଭ ହୋଇଛି I ଏହି ବର୍ଷ ବାର୍ଷିକ ଫୁଲ ପ୍ରଦର୍ଶନୀ 2026 ଜାନୁଆରୀ 9 ରୁ ଜାନୁଆରୀ 11 ମଧ୍ୟରେ ଅନୁଷ୍ଠିତ ହେବ।…

ସରକାରୀ ଅଧିକାରୀଙ୍କ ପାଇଁ ସ୍ବଦେଶୀ ଇମେଲ୍‌

ଭୁବନେଶ୍ୱର: ଡିଜିଟାଲ ଗଭର୍ଣ୍ଣାନ୍ସରେ ସୁଧାର ଆଣିଲେ ଓଡ଼ିଶା ସରକାର I ଏଣିକି ସ୍ବଦେଶୀ ଇମେଲ ବ୍ୟବହାର କରିବେ ସରକାରୀ କର୍ମଚାରୀ I ଓକାକ୍‌ ପକ୍ଷରୁ ଏହି ‘ଆଳାପ’ ଆପ୍‌କୁ ଡେଭଲପ୍‌ କରାଯାଇଛି I ଭିଡିଓ କନ୍‌ଫରେନ୍ସିଂ ସହିତ ଇମେଲ ପଠାଇବା ପାଇଁ…

କୋହଳ ହେଲା ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ

ଭୁବନେଶ୍ୱର : ଏପ୍ରିଲ ପହିଲା ଯାଏଁ କୋହଳ ହେଲା ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ । ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ । ଏହାସହ ଟୋଲଗେଟରେ ଇ-ଡିଟେକ୍ସନ କଟୁଥିବା ଜରିମାନାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଅନ୍ୟପକ୍ଷରେ ପ୍ରଦୂଷଣ ପ୍ରମାଣପତ୍ର…

ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା I ଏଥର ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ପାଇବେ ସୁଭଦ୍ରା ଟଙ୍କା I ୧ ଲକ୍ଷ ୭୮ ହଜାର…

ବାହାଘର ବେଳେ ସରକାର ଦେବେ ଶାଢୀ ଚୁଡ଼ି

ଭୁବନେଶ୍ୱର: କନ୍ୟା ବିବାହ ଯୋଜନାରେ ଉପହାର ଦେବେ ରାଜ୍ୟ ସରକାର I ଉତ୍କଳିକା ଓ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟରେ MoU ସ୍ବାକ୍ଷରିତ ହୋଇଛି I ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ MoU ସ୍ବାକ୍ଷରିତ ହୋଇଛି I…