ବିଜେଡିରୁ ସନା ମହାକୁଡ ଓ ଅରବିନ୍ଦ ମହାପାତ୍ର ନିଲମ୍ବିତ

ଭୁବନେଶ୍ବର – ଚମ୍ପୁଆ ବିଧାୟକ ସନାତନ ମହାକୁଡ ଓ ବିଜୟ ମହାପାତ୍ରଙ୍କ ପୁଅ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବନ କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକ ଦୁଇ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ।…

ରାକେଶ ଅଗ୍ରୱାଲ ହେଲେ ନୂଆ NIA ଡିଜି,

ଭୁବନେଶ୍ୱର; ରାକେଶ ଅଗ୍ରୱାଲ ହେଲେ ନୂଆ NIA ଡିଜି। ହିମାଚଳ ପ୍ରଦେଶ କ୍ୟାଡରର ଏହି ଆଇପିଏସ ଅଫିସରଙ୍କୁ ନୂଆ ଦାୟିତ୍ବ ମିଳିଛି। ନିଯୁକ୍ତି ନେଇ କ୍ୟାବିନେଟ ମଞ୍ଜୁର କରିଛି। ରାକେଶ ଅଗ୍ରୱାଲ ହେଲେ ନୂଆ NIA ଡିଜି। ହିମାଚଳ ପ୍ରଦେଶ କ୍ୟାଡରର…

ଇରାନ ସ୍ଥିତି ଗମ୍ଭୀର :ତୁରନ୍ତ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଇରାନରେ ଥିବା ଭାରତୀୟ ଶିକ୍ଷାର୍ଥୀ, ଶ୍ରଦ୍ଧାଳୁ, ବ୍ୟବସାୟୀ ଓ ପର୍ଯ୍ୟଟକମାନେ ତୁରନ୍ତ ଉପଲବ୍ଧ ଥିବା ସମସ୍ତ ବ୍ୟବସ୍ଥାକୁ ଆପଣାଇ ସ୍ୱଦେଶ ଫେରି ଆସିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି I ଇରାନରେ ଆରମ୍ଭ ହୋଇଥିବା ସରକାରୀ ବିରୋଧୀ ଆନ୍ଦୋଳନ (Iran…

କୁକୁର କାମୁଡ଼ିଲେ ସରକାର ଦେବେ କ୍ଷତି ପୂରଣ

ଭୁବନେଶ୍ୱର : ବୁଲା କୁକୁର ପ୍ରସଙ୍ଗରେ ଚାଲିଥିବା ଶୁଣାଣି ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସତର୍କ କରାଇଛନ୍ତି ସୁପ୍ରିମକୋର୍ଟ। ଯଦି ବୁଲା କୁକୁର କାହାକୁ କାମୁଡ଼ିବ କିମ୍ବା କୁକୁର କାମୁଡ଼ିବା ଯୋଗୁ କାହାର ମୃତ୍ୟୁ ହେବ, ତା’ହେଲେ ରାଜ୍ୟ ସରକାରଙ୍କ…

୧୮ ସୁଦ୍ଧା ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଆସନ୍ତା ୧୮ ତାରିଖ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା ବୋଲି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା I୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳାଙ୍କୁ ମିଳିବ ଟଙ୍କା I ପ୍ରଥମ କିସ୍ତି ପାଇବେ ନୂଆ ୧ ଲକ୍ଷ…

ନିଶାଙ୍କ ପାଇଁ ବନ୍ଧା ହେଲେ ୧୭ଜଣ

ଭୁବନେଶ୍ୱର: ନିଶାଙ୍କ ପାଇଁ ବନ୍ଧା ହେଲେ ଆୟୋଜକ, ବଦଳିଲେ ଉପଜିଲ୍ଲାପାଳ I ନିଶାଙ୍କ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ କଡ଼ା ଆକ୍ସନ ନେଇଛି ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ପ୍ରଶାସନ। ନିଶାଙ୍କ ନାଚକୁ ନେଇ କଡ଼ା ଆକ୍ସନ, ବନ୍ଧା ହେଲେ ଆୟୋଜକ, ବଦଳିଲେ…

ବାଲି ପରିବହନ ପାଇଁ ନୂଆ ନିୟମ

ଭୁବନେଶ୍ୱର: ବାଲି ବୋଝେଇ ଗାଡ଼ିକୁ ଘୋଡ଼ାଇବା ବାଧ୍ୟତାମୂଳକ ବୋଲି ପରିବହନ କମିଶନରଙ୍କ ନିର୍ଦ୍ଦେଶ I ​ବାଲି ଘାଟରୁ ବାହାରିବା ପୂର୍ବରୁ କଭର କରିବା ବାଧ୍ୟତାମୂଳକ କରାଯାଇଛି I ରାସ୍ତାରେ ବାଲି ଖସି ଦୁର୍ଘଟଣା ଘଟୁଥିବାରୁ କଡ଼ା ନିର୍ଦେଶ ଦିଆଯାଇଛି I ​ନିୟମ…

ରାସ୍ତା ନିର୍ମାଣରେ NHAI ରେକର୍ଡ

ଭୁବନେଶ୍ୱର: ଗୋଟିଏ ସପ୍ତାହରେ ଆନ୍ଧ୍ରପ୍ରଦେଶ ରାଜପଥରେ NHAI ଚାରୋଟି ଗିନିଜ୍ ରେକର୍ଡ ସ୍ଥାପନ କରିଛି I ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଆନ୍ଧ୍ରପ୍ରଦେଶର 343 କିଲୋମିଟର ବେଙ୍ଗାଲୁରୁ-କଡପା-ବିଜୟୱାଡା ଅର୍ଥନୈତିକ କରିଡରର 2 ଏବଂ 3 ପ୍ୟାକେଜରେ ଗୋଟିଏ ସପ୍ତାହରେ ଚାରୋଟି ଗିନିଜ୍…

ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ସଡକ ସୁରକ୍ଷା ଯୋଜନା

ଭୁବନେଶ୍ବର :ଭୁବନେଶ୍ବରରେ ୧୫ଟି ଚାର୍ଜିଙ୍ଗ ଷ୍ଟେସନ ଉଦ୍‌ଘାଟିତ ହୋଇଛି I ୧୪ଟି ନୂତନ ଅଟଳ ବସ୍‌ଷ୍ଟାଣ୍ଡ ଲୋକାର୍ପିତ ହୋଇଛି I ରାଜ୍ୟ ସଡକ ପରିବହନ ନିଗମର ବସ୍‌ ପାଇଁ ସ୍ମାର୍ଟ କାର୍ଡର ଶୁଭାରମ୍ଭ, ଯାତ୍ରୀମାନେ କାଟିବେ କ୍ୟାସଲେସ୍ ଟିକେଟ୍ Iସଡକ ପରିବହନ…

ସିବିଆଇ ଅଫିସ୍‌ରେ ଟିଭିକେ ନେତା ବିଜୟ

ଭୁବନେଶ୍ୱର: ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ଟିଭିକେ ମୁଖ୍ୟ ବିଜୟ ଉପସ୍ଥିତ I ଅଭିନେତାରୁ ନେତା ପାଲଟିଥିବା ବିଜୟ ସିବିଆଇ ଅଫିସ୍‌ରେ ହାଜର ହୋଇଛନ୍ତି I କରୁର ଦଳାଚକଟା ଘଟଣାକୁ ନେଇ ବିଜୟଙ୍କୁ ଜେରା କରିବ ସିବିଆଇ I ବିଜୟଙ୍କ ରାଜନୈତିକ ରାଲିରେ…